Saturday, August 13, 2022

ଆପଣାର ସମାଜସେବୀ ଆଧାତ୍ମିକ ବେକ୍ତିତ୍ୱ ବାବା ମହେଶ୍ୱର ଦାସ (ମୁକ୍ତିକାନ୍ତ ସୁତାର ) ଙ୍କ ପୂଜ୍ୟ ପିତା ସ୍ବର୍ଗତ ଇନ୍ଦ୍ରମଣି ସୁତାର ଓ ପୂଜ୍ୟା ମାତା ସ୍ବର୍ଗତା ଦୂତି ସୁତାର ଙ୍କ ପୁଣ୍ୟ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସୁତାର ସାହି, ନଦୀଗାଁ ସ୍ଥିତ ବାସଭବନରେ ଶ୍ରଦ୍ଧା ସୁମନ, ଭଜନ, କୀର୍ତନ ଅର୍ପଣ କଲୁ ଦିବଂଗତ ଅମୃତ ଆତ୍ମାଙ୍କ ପ୍ରତି! www.navjivanfoundation.org


 

No comments:

Post a Comment