Sunday, July 13, 2025

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ସମାବେଶରେ କୁନି ଝିଅ ସହ କଥା ହୋଇଥିଲେ ରାହୁଲ ଗାନ୍ଧି । ଷ୍ଟେଜ ଉପରେ ରାହୁଲ ବସି ଥିବାବେଳେ ଜନସଭାକୁ ସମ୍ବୋଧିତ କରୁଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । www.navjivanfoundation.org


 

No comments:

Post a Comment