Tuesday, September 29, 2026

Lawyers flared up the moment they heard the CJP's name! This man anti nation man and should not under Bar Association Check all record of this man www.navjivanfoundation.org


 

Gyanesh Kumar के विरोध में पुलिस की कारवाई, Jantar-Mantar पर डिटेन करते समय बैज क्यों गायब था ? www.navjivanfoundation.org


 

ପ୍ରତ୍ୟେକଙ୍କ ହୃଦୟ ସଫା ରହିବା ଉଚିତ। ଏହା ଶିଖ। हर किसी को साफ करने के लिए एक दिल होना चाहिए। इसे सीखें 😄 www.navjivanfoundation.org


 

रितिका चोपड़ा की रिपोर्ट ने खोला Election Commission का राज? 13 करोड़ नामों पर बड़ा खुलासा! {We appreciate this lady} www.navjivanfoundation.org


 

ମୋ ପିଲାଦିନର ଖାଦ୍ୟ www.navjivanfoundation.org


 

Once listen this video which clear that with Saha Modi RSS BJP all group along with judges, officers, bureaucrats has good path on jail those break Indian democracy www.navjivanfoundation.org


 

Gyanesh Kumar EXPOSED,,! www.navjivanfoundation.org


 

अमेरिका के दबाव में बड़ा फैसला? 7 विदेशी आरोपी रिहा, मचा हड़कंप! www.navjivanfoundation.org


 

ଓଡିଶା ରେ ବାରମ୍ବାର cyclone ଓ ବନ୍ୟା ବାତ୍ୟା କିନ୍ତୁ ସହ ମୋଦି RSS ବିଜେପି ର ଅବଦାନ କଣ ଏବେ September ମଧ୍ୟ ଓ October ମଧ୍ୟ ହବାକୁ ଅଛି ସମ୍ପୂର୍ଣ 8 ଥର ବନ୍ୟା ହୋଇ ସାରିଲାଣି www.navjivanfoundation.org


 

It is asking to Mr Surya Kant Chief Justice of India, Justice Joymalya Bagchi, Justice V. Mohana on which ground allow UPI transaction above 2000 demand charges which bills passed by Saha Modi RSS BJP Group www.navjivanfoundation.org


 

Do yours in India how many percentage of public under Middle class for your kind notice 65% to 70 % both lower and middle class people those again and again pressed by Saha Modi RSS BJP What Indian Supreme Court work for these type of people www.navjivanfoundation.org


 

Saturday, September 26, 2026

ଅନନ୍ତ ବ୍ରତ ପୂଜା ଭଟ୍ଟସାହି ପଞ୍ଚାୟତର ସୁସାହିତ୍ୟିକ, ଗାୟକ ତଥା ବରିଷ୍ଠ ନେତୃତ୍ୱ ପିତୃ ପ୍ରତିମ ଚନ୍ଦ୍ରଶେଖର ଓଝାଙ୍କ ଗୃହରେ ଓ ଆମ ଗାଁ ମଳିକସାହି ଜେଜେ ସାଧବ ମଳିକଙ୍କ ଗୃହରେ ସାମିଲ ହୋଇ ବିଭୁ କୃପା ଲାଭ ଅବସରରେ ! www.navjivanfoundation.org






 

It is requested IDFC please provide on which merchant on your mind you accept with good reward points value. File attached. The question is when giving reward points by bank why several defence aries? In this manner, if I put a question to IDFC why issuing credit cards to customers as this card is the first card offered to me when bank start credit cards? www.navjivanfoundation.org


 

It is asking to RBI any rules made by bank adverse to customer benefit as it is clearly show through this mail with daring nature Bank /Financial institution has leading role of a nation but if breaking faith on customers and institution why license not cease by RBI www.navjivanfoundation.org


 

ବାସ୍ତବ ଜୀବନରେ ଓଡ଼ିଶା-ସମ୍ପୂର୍ଣ୍ଣ ଶୁଣନ୍ତୁ www.navjivanfoundation.org


 

Friday, September 25, 2026

ଖୋପସାହିର ସୁରେନ୍ଦ୍ର ମଣ୍ଡଳଙ୍କ ପୂଜ୍ୟ ପିତା ଦିବଙ୍ଗତ ଦିପୁ ମଣ୍ଡଳଙ୍କୁ ଏକାଦଶାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ! www.navjivanfoundation.org




 

ଅଭିନନ୍ଦନ ଶୁଭ ଜନ୍ମ ଦିନର ସମାଜସେବୀ ଶ୍ରୀମତୀ ମାନୀ ପଣ୍ଡାଙ୍କ ଜନ୍ମଦିନରେ ବହୁତସାରା ଶୁଭେଚ୍ଛା ଓ ଶୁଭକାମନା । ଈଶ୍ୱର ଶ୍ରୀ ଜଗନ୍ନାଥଙ୍କ ଅସୀମ ଆଶୀର୍ବାଦ ରହିଥାଉ । ଜୟ ଶ୍ରୀ ଜଗନ୍ନାଥ www.navjivanfoundation.org


 

ବମକୁରା ପଞ୍ଚାୟତର ଯୁବ ସଂଗଠକ ସାନ ଭାଇ ଅମର ବଳ ଓ ବଡ଼ ଭାଇ ସତ୍ୟବ୍ରତ ବଳଙ୍କ ବଡ଼ ବୋଉ ଦିବଙ୍ଗତା ଅହଲ୍ୟା ବଳଙ୍କ ଏକାଦଶାହ କ୍ରିୟା ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କଲୁ! www.navjivanfoundation.org




 

ଦୀର୍ଘ ବର୍ଷ ଧରି ଅଙ୍ଗନାୱାଡି ପରିଚାଳିକା କର୍ମଠ କର୍ମୀ ଭାବେ ସେବା ଯୋଗାଇ ଆସି କିଛି ଦିନ ତଳେ ଅବସର ନେଇଥିବା ପୂଜ୍ୟା ବଡ଼ ବୋଉ ଅନୁସୟା ନାୟଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଅବସର କାଳୀନ ସମୟ ସୁସ୍ଥ ନିରାମୟ ହେଉ ଏହାହିଁ ବିଶ୍ଵନିୟନ୍ତାଙ୍କ ନିକଟରେ କାମନା ! www.navjivanfoundation.org




 

ସହୀଦ ପରିବାରଙ୍କ ସହ ସମ୍ବର୍ଦ୍ଧନା ଜ୍ଞାପନ ଅବସରେ ସହୀଦ ରମାନାଥ ପଣ୍ଡା ସ୍ମୃତି କମିଟି ପକ୍ଷରୁ ୧୯୪୨ ମସିହା ମହାତ୍ମା ଗାନ୍ଧୀ ଙ୍କ କର ବା ମର ଡାକରାରେ ସର୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଲୁଣିଆ ଠାରେ ଘଟିଥିବା ଇଂରେଜ ବିରୋଧୀ ମେଳିକୁ ଅତର୍କିତ ଗୁଳିକାଣ୍ଡରେ ୯ ଜଣ ସହୀଦ ହୋଇଥିବା ପରିବାର ମଧ୍ୟରୁ ପୂଜ୍ୟ ଅଗଣି ସାହୁଙ୍କ ନାତି ମହେଶ୍ୱର ସାହୁ,ସହୀଦ ପୂଜ୍ୟ ଚିନ୍ତାମଣି ଦାସଙ୍କ ନାତି ଗଙ୍ଗାଧର ଦାସ, ସହୀଦ ପୂଜ୍ୟ ଶଙ୍କର ବେହେରାଙ୍କ ନାତି ନାରାୟଣ ବେହେରା, ସଂଗ୍ରାମୀ ପୂଜ୍ୟ ପଦ୍ମନାଭ ମହାନ୍ତିଙ୍କ ନାତି ପ୍ରତାପ ମହାନ୍ତିଙ୍କୁ ସଂଗ୍ରାମୀ ରମାନାଥ ପଣ୍ଡାଙ୍କ କନ୍ୟା ବାସନ୍ତୀରାଣୀ ପଣ୍ଡା, ଚିତ୍ର ଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା, ବରିଷ୍ଠ ନାଗରିକ ରଇଧର ନାୟକ, ରଘୁନାଥ ଦାଶ, ମନୋଜ ମୁଦୁଲି, ସମାଜସେବୀ ପ୍ରତାପ ମହାନ୍ତି,ସନ୍ତୋଷ ସାହୁଙ୍କ ଦ୍ୱାରା ଉତ୍ତରୀୟ, ସହୀଦ ସ୍ମୃତି ସ୍ତମ୍ଭ ଚିତ୍ର ଦ୍ୱାରା ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇ ସହୀଦ ମାନଙ୍କ ଅମୃତ ଅମ୍ଳାନ ଦେଶ ମାତୃକା ପାଇଁ ଅଜାଡି ଦେଇଥିବା ରକ୍ତିମ ଇତିହାସକୁ ଉଜ୍ଜୀବିତ କରିଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟାକ୍ତା ସମାଜସେବୀ ଓ ଆଇନଜୀବି ସ୍ନେହାଶିଷ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ! ସହୀଦ ପରିବାର ଆମକୁ ସବୁବେଳେ ପ୍ରେରଣା ଦେଉଥାନ୍ତୁ! शहीदों के परिवार के साथ सम्मान के अवसर पर मार्टिर रामनाथ पांडा स्मारक समिति की ओर से, महात्मा गांधी के कर या मृत्यु के नाम पर 1942 में, सरदार मुरलिदहर पांडा के नेतृत्व में, ब्रिटिश विरोध प्रदर्शन लुनिया में, महेश्वर साहू पुज्या अगनी साहू का पोता, गंगाधर दास, मार्टिर पुज्या चिंतमानी दास का पोता, पुजा शंकर बेहरा का पोता। नारायण बेहरा, योद्धा पुज्या पादमणव मोहंती प्रताप मोहंती का पोता, योद्धा रामनाथ पांडा की बेटी, चित्रकार क्रितिकृष्ण पांडा, वरिष्ठ नागरिक रैधार नायक, रघुनाथ दश, मानोज मुदली, सामाजिक कार्यकर्ता प्रताप मोहंती, संतोश साहू, मार्टिर स्मृति स्थंभा चित्र द्वारा सम्मानित, मार्टिरों का नेक्टर मार्टिर की मातृभूमि को दिया गया। सामाजिक कार्यकर्ता और वकील स्नेहसिश पांडा ने रक्तिम के इतिहास को पुनर्जीवित करने के लिए अपनी कृतज्ञता व्यक्त की! शहीद परिवार हमेशा हमें प्रेरित करता रहे! www.navjivanfoundation.org