Saturday, January 18, 2025

ସମୟ ର ଚକ୍ର କେତେବେଳେ କଣ ଗଡିଚାଲେ ଆମେ ଜାଣୁନା ଏ ଦୁନିଆର ଆମେ ଅନ୍ଧାର ଭିତରେ କେବଳ ଖୋଜିଥାଉ କାହାକୁ କିଛି ମିଳେ ଆଊ କିଏ ଖୋଜିବା ଭିତରେ ଦୁନିୟା ଛାଡି ଚାଲିଯାଏ ଯାହାକୁ କିଛି ମିଳେ ସେ ଲୋକଙ୍କୁ ପ୍ରେରଣଦିଏ କର୍ମକରିଚାଲ କିନ୍ତୁ ଆମେ ଭୁଲିଯାଉ ସେହିକଥା ଓଡ଼ିଆ ଭାଗବତ ବା ଗୀତା ପଦେ ବାଣୀ “କରି କରାଇ ସର୍ବ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ” ଯଦି ମୁଁ ସତ ତେବେ ମଣିଷ ଚାଲିଯିବାପରେ ଵେଶୀସମୟ ଦୁଃଖାସାଗରରେ ବIନ୍ଧନIହିଁ ଏ କଥା ମୋ ବାପା ଚାଲିଯିବାପରେ ମୁଁ ଯେତେବେଳେ ଭାଂଗିପଡେ ମୋ ମା ର ପ୍ରେରଣା ମତେ ଶିଖାଏ କାରଣ ମୋ ଜୀବନରେ ମୃତୁ ର ସାମ୍ନା କରିବା ଥିଲା ପ୍ରଥମ କାରଣ ବାପା ରହିଗଲାପରେ ଟିଟୁ ସବୁ କରେ ଆଜି ନିରମାମୁଁ ପରିବାରଙ୍କୁ ମୁଁ ଏହି କଥା କହିବାକୁ ଚାହେଁ ଓଁ ଶାନ୍ତି……. ଓଁ ଶାନ୍ତି…… ଓଁ ଶାନ୍ତି





















 

JITANRAM MANJHI ने NDA के सामने रखी नई शर्त... 20 सीटों से कम नहीं मंजूर...

अचानक बिहार पहुंचे Rahul Gandhi ने Modi-Nitish पर बना दिया नया चुटकुला_ह...

POLICE को है किसी अपने पर शक... बाकी नौकरों से होगी पूछताछ.. घर के अंदर ...

Top News Bulletin । दिनभर की सबसे बड़ी खबरें