Tuesday, April 21, 2026
ଏମାନେ କହୁଛନ୍ତି ମହିଳା ଆରକ୍ଷଣ ବିଲ୍ ପାସ୍ ହେଲା ନାହିଁ ... ଆରେ କମେଣ୍ଟରେ ଭିଡ଼ିଓ ଦେଖି କହିଲ ୨୦୨୩ ରେ ଏଇଟା କେଉଁ ବିଲ୍ ପାସ୍ ହେଇଥିଲା ... ତମେ ମାନେ ନିଜକୁ ଏମିତି ଦେଢ଼ସିଆଣୀ ଭାବନି ... ଆମେ ତମକୁ ଚିହ୍ନିଚୁ ନିଜ ସ୍ୱାର୍ଥ ପାଇଁ ତମେ କିଛି ବି କରି ପାର ... www.navjivanfoundation.org कह रहे है महिला आरक्षण बिल पास नहीं हुआ... अरे वीडियो कमेंट में देखो बताओ 2023 में कौन सा बिल पास हुआ... खुद को डेढ़ मत समझो... हम आपको पहचानते हैं, आप अपने मतलब के लिए कुछ भी कर सकते हैं ...
ଭଗବାନପୁର ପଞ୍ଚାୟତର ପଦ୍ମପୋଖରୀ ଗ୍ରାମରେ ମା କାଲୁଣି ଦେବୀଙ୍କ ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଉଦ୍ୟକ୍ତା ସମିତିସଭ୍ୟ ଭାଇ ସୁଦୀପ୍ତ ଖଟୁଆ ଙ୍କ ସହିତ ସାର ମାନେ ଏକ ଭାବପୂର୍ଣ ପରିବେଶରେ! भगवानपुर पंचायत के ग्राम पद्मापोखरी में माँ कलूनी देवी।द्वितीय वार्षिक स्थापना समारोह में मुख्य कार्यकारी समिति सदस्य भाई।भावुक माहौल में सुदीपता खटुआ के साथ सर! www.navjivanfoundation.org
Subscribe to:
Comments (Atom)







