Wednesday, April 22, 2026
ଆସିଗଲା ମହିଳା ସଂରକ୍ଷଣ ଡ୍ରାଫଟିଙ୍ଗ କମିଟି ... ସବୁ ସଦସ୍ୟ ଯୋଗ୍ୟ ଅଟନ୍ତି... ଆପଣଙ୍କୁ କଣ ଲାଗୁଛି ଏମାନେ ମହିଳା ଙ୍କୁ ନ୍ୟାୟ ଦେଇ ପାରିବେ? ... ଅଂଧଭକ୍ତ କମିଟି ଠିକ ଅଛି ନା? महिला आरक्षण मसौदा समिति आ गई है ... सभी सदस्य पात्र हैं.. क्या आपको लगता है कि ये महिलाओं को न्याय दिला सकती हैं? ...अंध भक्तों की कमेटी सही है या नहीं? www.navjivanfoundation.org
सच गंभीर था हां मैं ही हूँ जिसने विश्व के नाथ जगन्नाथ के सोने के आभूषण पर चुनाव जीतने के लिए झूठ बोला था उससे ज्यादा सच्चाई क्या उम्मीद है आप? समझ में नहीं आयेगा शर्म करो तुम्हारी राजनीति पर शर्म करो शर्म करो ନାଟକର ନାଁ ଝାଲ ମୁଢି ଆରେ ଭାଇ ତାଙ୍କର କେତେ ରୋଲ ରେ ବାବା SPG ବିକୁଛି ଝାଲ ମୁଢି www.navjivanfoundation.org
ମୋ ବନ୍ଧୁ ସନ୍ତୋଷ ସାହୁଙ୍କ ବୋଉ ମୋତେ ପୁଅ ଭଳି ଶ୍ରଦ୍ଧା କରୁଥିବା ମାତୃପ୍ରତିମା ଶାନ୍ତିଲତା ସାହୁଙ୍କ ଆକସ୍ମିକ ବିୟୋଗ ଆମକୁ ଗଭୀର ମର୍ମାହତ କରିଛି! ୨୦ ଦିନ ପୂର୍ବରୁ ଡାଇବେଟିସ ଚେକ ପାଇଁ ଆମ ଧୂଷୁରୀ ଏରିଆ ହସ୍ପିଟାଲ ନେଇ ଯାଇଥିଲି ! କିନ୍ତୁ ଆଜି ତାଙ୍କ ସବାଧାରକୁ ଶୋକାକୂଳ ପରିବେଶରେ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କଲି! ମୋର ଆଉ ଜଣେ ମାଆକୁ ହରେଇ ଗଭୀର ଆଘାତ ପାଇଲି www.navjivanfoundation.org
Subscribe to:
Comments (Atom)






