Sunday, May 10, 2026
ଧାମନଗର ଅଞ୍ଚଳର ଉନ୍ନତି ପାଇଁ ଚିନ୍ତିତ ସମାଜସେବୀ ଇଂ ରଜତ କୁମାର ପଣ୍ଡାଙ୍କ ଅନୁଜ ଭ୍ରାତା ରଞ୍ଜନ ପଣ୍ଡାଙ୍କ ଦୁଇ ପୁତ୍ର ଆଶୁ ଓ ରିଷୁ ଙ୍କ ଶୁଭ ବ୍ରତଉପନୟନ ଉତ୍ସବରେ ବିରୁହଁ! ସ୍ଥିତ ବାସଭବନରେ ସାମିଲ ହୋଇ ଉଭୟ ବ୍ରତଧାରୀଙ୍କୁ ଶୁଭେଚ୍ଛା ଜଣାଇଲୁ! धमनगर क्षेत्र के विकास को लेकर चिंतित समाजसेवी इंजी रजत कुमार पंडा के अनुज ब्रता रंजन पंडा के दोनों पुत्र आशु और रिशु दोनों व्रत धारी को मौजूद आवास में शामिल होकर शुभकामनाएं दी! www.navjivanfoundation.org
ମା ପାଇଁ ଦିବସ ଲୋଡ଼ା ନଥାଏ କିନ୍ତୁ ଏ ଦିବସ ଆଜି {ମାତୃତ୍ୱ ଦିବସ} ଏକ ଅବସର ଆଣେ ବୋଉ ପ୍ରତି ପ୍ରତିବଧତା ଓ ସମ୍ପର୍ପଣ ରହିବାର ! ବୋଉ ଲୋ ତୋ ପାଇଁ ଆଜି ପର୍ଯ୍ୟନ୍ତ କିଛି କରିପାରିନଥିବା ଅଯୋଗା ପୁଅକୁ ଆଶିଷ ଦେଉଥା ସବୁବେଳେ मातृ दिवस की जरूरत नहीं है लेकिन यह दिन {मातृ दिवस} माँ के प्रति समर्पित और समर्पित रहने का अवसर लाता है! माँ इस बेबस बेटे को आशीर्वाद दो जिसने आज तक तुम्हारे लिए कुछ नहीं किया! www.navjivanfoundation.org
ଯାଜପୁର ଜିଲ୍ଳାର କଂଗ୍ରେସ ଯୁବ ନେତା ସାଗର ପରିଡ଼ାଙ୍କ କଣ୍ଟିବାଙ୍କ,ପାଲଟପୁର ସ୍ଥିତ ଗୃହରେ ନୂତନ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ମା ଙ୍କ ଦିବ୍ୟ ଦର୍ଶନ କରି ଅଞ୍ଚଳବାସିଙ୍କ ମଙ୍ଗଳ ମନାସିଲୁ ! जाजपुर जिले के कांग्रेस युवा नेता सागर परिड़ा के कांतिबैंक पलतपुर में नए तारिणी मंदिर के उद्घाटन समारोह में शामिल होकर क्षेत्र की जनता के कल्याण की प्रार्थना की! www.navjivanfoundation.org
ଯାଜପୁର ଜିଲ୍ଲା ବିଞ୍ଜାରପୁର ଅଞ୍ଚଳର ଯୁବ ସଂଗଠକ ପାରିପଦା ତଥା ନିଜାମପୁର ଗାଁ ର ଉଦୀୟମାନ ଯୁବକ ସମାଜ ଚିନ୍ତକ ସୁଜନ ସାହୁଙ୍କ ବୈବାହିକ ଜୀବନର ଶୁଭେଚ୍ଛା ଜଣାଇ ତାଙ୍କ ମଙ୍ଗଳମୟ ଦାମ୍ପତ୍ୟ ଜୀବନ କାମନା କଲୁ ବିଶ୍ୱନୀୟନ୍ତା ଙ୍କ ନିକଟରେ! जाजपुर जिले के बिंजरपुर क्षेत्र के युवा संघचालक साथ ही निजामपुर गांव के उभरता युवा सामाजिक चिंतक सुजान साहू बिस्वनियांता को वैवाहिक जीवन की हार्दिक शुभकामनाएं दी! www.navjivanfoundation.org
ଶେଷ ଜୀବନ ପର୍ଯ୍ୟନ୍ତ କର୍ମରତ ଥିବା ଆମ ଗାଁ ନଡ଼ିଆବାଗର ଶତାୟୁ ମହିଳା ପୂଜ୍ୟା ପଦ୍ମାବତୀ ବେହେରାଙ୍କ ଏକଦଶାହ କ୍ରିୟାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କଲୁ! हमारे गाँव नाडियाबगर की शताब्दी महिला पूज्या पद्मावती बेहरा जी को श्रद्धांजलि अर्पित की और उनकी अमर आत्मा की शांति के लिए प्रार्थना की! www.navjivanfoundation.org
Subscribe to:
Posts (Atom)














