Wednesday, May 13, 2026
ରକ୍ତର ସମ୍ପର୍କ ଠୁଁ ହୃଦୟର ସମ୍ପର୍କ ନିବିଡ଼ତା ରେ ତୁ ମୋର ସାନ ଭାଇ ସେବା, ତିତିକ୍ଷା, ପରୋପକାରୀ ମନୋଭାବ ସହ ସାମାଜିକ ନ୍ୟାୟ ଦିଗର ତୋର କାର୍ଯ୍ୟ ସମାଜ ପାଇଁ ପ୍ରେରଣା, ମିଥୁନ ଆଜି ତୋର ଶୁଭ ଜନ୍ମ ଦିନରେ ଶୁଭେଚ୍ଛା ସହ ତୋର ଉଜ୍ଜଳ ଭବିଷ୍ୟତ କାମନା ରଖି ତୋ ବଡ଼ ଭାଇ ହିସାବରେ ତୋ ପାଖରେ ସବୁବେଳେ ଅଛି ! खून के रिश्ते से दिल के रिश्ते तक मुश्किल में सेवा, परोपकार, परोपकार, परोपकार के साथ सामाजिक न्याय के साथ आपके कार्य समाज के लिए प्रेरणास्त्रोत मिथुन आज आपके शुभ जन्मदिन पर आपके उज्जवल भविष्य की कामना करते हुए बड़े भाई के रूप में आप हमेशा आपके साथ हैं! www.navjivanfoundation.org
ଦଳାଙ୍ଗ ତଥା ଧାମନଗର ଅଞ୍ଚଳର ଯୁବ ସଂଗଠକ,Mrk ଡିଜେର ସତ୍ୱାଧାରକ,ମିଷ୍ଟଭାଷୀ, ମେଳାପୀ ମୋତେ ବହୁତ ଭଲପାଇଉଥିବା ପ୍ରିୟ ସାନ ଭାଇ ତପ୍ତଦର୍ଶୀ ମହାନ୍ତି ଶ୍ରଧେୟ{ ସଂଟୁ } ଶୁଭ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା दलंगा साथ ही धमनगर क्षेत्र युवा संघचालक Mrk Djer देखभाल करने वाले, मधुर बोलने वाले, मेलापी, मुझे बहुत प्यार करने वाले प्रिय छोटे भाई तप्तदर्शी मोहंती श्रधेय { सन्तु } को जन्मदिन की बहुत बहुत शुभकामनाएं www.navjivanfoundation.org
କୃଷକ ସ୍ୱାଭିମାନ ଯାତ୍ରା କୁ ବୈପ୍ଲବିକ ସ୍ବାଗତଂ ଭଦ୍ରକ ମାଟିକୁ ନବନିର୍ମାଣ କୃଷକ ସଂଗଠନ ରାଷ୍ଟୀୟ ପୁଜ୍ୟ ଅଧ୍ୟକ୍ଷ ଅକ୍ଷୟ କୁମାର ଉପଦେଷ୍ଟା ପୁଜ୍ୟ ଡ଼ କୁଳମଣି, ରାଜ୍ୟ ଯୁବ ଛାତ୍ର ସଂଯୋଜକ ସଂଯୋଜକ ମନୱର ଅଲ୍ଲୀ, ରଂଜିତ, ଅଶ୍ୱିନୀ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ଯୁବ ଛାତ୍ର ନେତା ଜ଼ାହୀର ଭାଇ , ସବୀର, ଅଦୈତ ଚାଷୀର ଦୁଃଖ,,, ବୁଝ ସରକାର - କୃଷକ ଏକତା ଜିନ୍ଦାବାଦ किसान गौरव रैली में भद्रक की मिट्टी में क्रांतिकारी स्वागत है। अक्षय कुमार, नवनिर्माण किसान संघ के राष्ट्रीय अध्यक्ष सलाहकार पूज्य डॉ कुलमणि, प्रदेश युवा छात्र संयोजक मनावर अली, रंजीत, अश्विनी जिला संयोजक त्रिलोचन पांडा, युवा छात्र नेता जहीर भाई, साबिर, अदैत किसानों का दुख,,, समझो सरकार - किसान एकता जिंदाबाद www.navjivanfoundation.org
Subscribe to:
Posts (Atom)












