Saturday, August 15, 2026

— From 1870 to 1947 - A journey through the symbols, struggles, and dreams that shaped the Tricolour we proudly salute today. One Nation. One Flag. One Pride. Jai Hind! www.navjivanfoundation.org

ଧାମନଗରର ଦୁଃଖ ବନ୍ୟା ( ବୈତରଣୀ, କୋଚିଳା, ଗେଙ୍ଗୁଟି, କଣ୍ଡିଆ ଓ ଅନ୍ୟ ଛୋଟ ବଡ଼ ନାଳ, ଚତର ସହ ରେବ ଓ କପାଳି ନଦୀର ବୃଦ୍ଧି ଜଳସ୍ତର ) ଏ ବିଭୀଷିକା ସତରେ ଆମ ନିର୍ବାଚନ ମଣ୍ଡଳୀର ପ୍ରତେକ୍ଷ୍ୟ ଓ ପରୋକ୍ଷ ଭାବେ ସବୁ ଗାଁ, ପଞ୍ଚାୟତର ଲକ୍ଷାଧିକ ଜନ ସାଧାରଣ ଅସ୍ତ ବ୍ୟସ୍ତ ହୁଅନ୍ତି ଓ ଆର୍ଥିକ, ମାନସିକ କ୍ଷତିରେ ପଡନ୍ତି! ବିଶେଷ ଭାବେ ଚାଷୀକୂଳ ମେରୁଦଣ୍ଡ ଭାଙ୍ଗିଯାଏ ! ଆସନ୍ତୁ ମିଳିମିଶି ଏ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା! www.navjivanfoundation.org

ଜୟ ହିନ୍ଦ୍ ଆମ ଗାଁ ରେ ବନ୍ୟା ବିଭୀଷିକା ଭିତରେ ବି ଦେଶର ସ୍ୱାଧୀନତା ସେନାନୀଙ୍କ ସ୍ମୃତିରେ,ଗୀତରେ, ଗାଥାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ସଂଜୀ ଭାଇ, ପ୍ରଫୁଲ ଭାଇଙ୍କ ସହଯୋଗ ରେ ପୂର୍ବତନ ୱାର୍ଡ ସଭ୍ୟ ଅନାଦି ରଣାଙ୍କ ଦ୍ୱାରା ପତାକା ଉତ୍ତୋଳନ, ପୁଅ ଅସ୍ମିତ ଦ୍ୱାରା ଦେଶାତ୍ମକବୋଧ ସଂଗୀତ ପରିବେଶଣ ! ସାନ ବଡ଼ ଭାଇ, ମାଆ ଭଉଣୀ ମାନଙ୍କ ଉପସ୍ଥିତ ରେ ! www.navjivanfoundation.org