Saturday, August 15, 2026

ସୋର ମାଣିପୁର ଯିବା ରାସ୍ତା ର ଦୂଶ୍ୟ www.navjivanfoundation.org


 

ଧୁବ୍ଲାଗୋଡ଼ି road ରେ ବହୁତ ପାଣି www.navjivanfoundation.org


 

ବାଲିଛନ୍ଦା ଘାଟ ପାଖରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ଦୁଇଜଣଙ୍କୁ ବାଲେଶ୍ୱର ମେଡିକାଲକୁ ରେଫର୍ କରାଯାଇଥିଲା। ସେଠାରୁ କଟକ ନେବା ବେଳେ ବାଟରେ ମୃତ୍ୟୁ ହୋଇଥିବା ବୋଲି ସୁନିବାକୁ ମିଳୁଛି। ସନକୃଷ୍ଣପୁର ଆଢିଆର ରାମଚନ୍ଦ୍ର ବେରାଙ୍କର ବାଇକ୍‌ ଦୁର୍ଘଟଣା ଘଟିଥିଲା। ଦୁଇଜଣ ଥିଲେ, ଯାହାମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି www.navjivanfoundation.org


 

ବାସୁଦେବପୁର ବ୍ଲକ ସ୍ଥିତ ସୁଦର୍ଶନପୁର ପଞ୍ଚାୟତ୍ର ର ସୁଆ଼ଁ ଗ୍ରାମର ଚାଷୀ ଅଭିମନ୍ୟୁ ମଳିକ ଗମେଇ ନଇ ଶାଖା ଦୁବ ନାଳି ରେ ପ୍ରବଳ ବନ୍ୟା ପାଣି ପାରହୋଇ ଜମିକୁ ତଳା ଦେଖିବାକୁ ଯାଇଥିବେ .ପ୍ରବଳ ରେ ବୁଡି ଯାଅଥିଲେ | ଅଗ୍ନିଶନ ବାହୀନ ଦ୍ଵାରା ଉଦ୍ଧାର www.navjivanfoundation.org


 

नमन है उन अमर क्रांतिकारियों को, जिनके शौर्य और बलिदान के कारण आज हम खुली हवा में सांस ले रहे हैं। याद रखें उनके संघर्ष को और आगे बढ़ाएं उनके दिखाए रास्ते को। www.navjivanfoundation.org


 

ଜେସିବି ଉପରେ ଚଢିଗଲେ ମହିଳାବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର www.navjivanfoundation.org


 

ଉତରେଶ୍ବରରେ ପାଣି ପସିବା ପରେ ସାଙ୍ଘାତିକ ରାଗ www.navjivanfoundation.org