Sunday, August 16, 2026
ସାନ ଭାଇ ସାମାଜିକ କର୍ମୀ ଦେବାଶିଷ ସୁତାର, ତପନ ସାହୁ,ବନ୍ଧୁ ଅସିତ ମିଶ୍ର, ନରେଶ ସାହୁଙ୍କ ସହଯୋଗୀତା ରେ ବାଲିପାଟଣା ଯେନାସାହି ଓ ଆଖ ପାଖ ଜନ ବସତି ଅତି ଦୟନୀୟ ଅବସ୍ଥାରେ ନଦୀ ବନ୍ଦ ରେ ପାଲ ପକେଇ ଦୁର୍ବିସହ ଜୀବନ ବିତାଉଥିବା ବନ୍ୟ ପ୍ରଭାବିତଙ୍କୁ ସ୍ୱଚ୍ଛତା ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ବଡ଼ବାବୁ, ଛୋଟ ସୁବାଷ, ଗୁନା, ଅଭୟ,ସ୍ଥାନୀୟ ସହଯୋଗୀ କୁନୁ ବାବୁ, ପାପୁନି ବାବୁ,ପିଙ୍କୁ ସହ ବଡ଼ ଭାଇ ସଂଜୀବ ରଣାଙ୍କ ନେତୃତ୍ୱରେ! www.navjivanfoundation.org
Subscribe to:
Posts (Atom)