Monday, August 17, 2026

ଓଡିଶା ଦୈବୀ ଦୁର୍ବିପାକ - ସପ୍ତାହ ମଧ୍ୟରେ ବନ୍ୟା ପରେ ବନ୍ୟା ଓ ଲୋକ ମୃତ୍ୟୁ-ଜୟ ହୋ କଂଗ୍ରେସ-ଟାଉଟର ବିଜେପି ଦଳ ଏବେ ଓଡ଼ିଶାରେ ବାହାରକୁ ବାହାରୁ ନାହାନ୍ତି ମାତ୍ର କଂଗ୍ରେସ ଏବେ ଲୋକଙ୍କ ପାଖରେ ଡୁରଦିନରେ ପହଂଚି ପାରିଛି www.navjivanfoundation.org

ନାନ୍ଦୀମୁଖୀ ଶ୍ରାଦ୍ଧ କାହିଁକି ଦିଆଯାଏ ? ଏହା ପଛରେ ଥିବା ସୁନ୍ଦର ଧାର୍ମିକ କଥାବସ୍ତୁ ଓ ମହତ୍ତ୍ୱ କ'ଣ ? ଆମ ପିତୃପୁରୁଷଙ୍କୁ ସ୍ମରଣ କରିବାର ଏହି ପବିତ୍ର ପରମ୍ପରା ବିଷୟରେ ଜାଣନ୍ତୁ ଏହି ଭିଡିଓରେ। www.navjivanfoundation.org

Baba Ramdev has made a U-turn, bluntly telling them to mend their ways! On changing Govt people like this should arrest www.navjivanfoundation.org

୧୭ ଅଗଷ୍ଟ ସଂକ୍ଷିପ୍ତ ପାଣିପାଗ ସୂଚନା....… www.navjivanfoundation.org

ଆମ ଗାଁ ର ଝିଅ ଆମ ଗାଁ ବହୁ { ସାହସୀ ଆଶା କର୍ମୀ ମିନତୀ ସାହୁ } ୨୦ ବର୍ଷ ର ନିଷ୍ଠାପର ସେବା ମନୋଭାବ ତାଙ୍କୁ ଆଜି ପ୍ରତିଷ୍ଠା ଆଣିଦେଇଛି! ବନ୍ୟା ବିଭୀଷିକା ଭିତରେ ନିଜର ଜୀବନକୁ ବାଜିରେ ଲଗେଇ କର୍ତ୍ତବ୍ୟ କରିବାକୁ ଯାଇ ଜଣେ ରୋଗୀଣା ବୃଦ୍ଧା ଓ ଛୋଟ ପିଲାଙ୍କୁ ପାଣି ଭିତରୁ ଉଦ୍ଧାର କରି ସମସ୍ତଙ୍କୁ ସାମାଜିକ କର୍ତ୍ତବ୍ୟ ପାଳନ କରିବାର ବାର୍ତ୍ତା ଦେଇଛନ୍ତି ! Otv ଜିଲ୍ଲା ପ୍ରତିନିଧି ବଡ଼ ଭାଇ ପାର୍ଥ ଭାଇଙ୍କ ଏତେ ପାଣିରେ କର୍ତ୍ତବ୍ୟ କରୁଥିଲେ ଡ଼ର ଲାଗୁନଥିଲା ବୋଲି ପ୍ରଶ୍ନର ଉତ୍ତର ଦେଇଥିଲେ { ମିନତୀ ସାହୁ }ଏ ଶାଢ଼ୀ ମୋତେ ସେବା କରିବାକୁ ଜୋସ ଦିଏ ବୋଲି ଗର୍ବର ସହ କହିଥିଲେ! www.navjivanfoundation.org

ଭଗବାନ ମୋ ଭାଇ ର ମଙ୍ଗଳ କରନ୍ତୁ , ଦୀର୍ଘାୟୁ କରନ୍ତୁ , ସର୍ବଦା ସୁସ୍ଥ , ଖୁସି ରେ ରଖନ୍ତୁ , ଏତିକି ପାର୍ଥନା www.navjivanfoundation.org