Friday, August 21, 2026

ନବଜୀବନ ର କିଛି ବିଶ୍ୱାସ ସାହାଯ୍ୟ ,ଓଡିଶା ପ୍ରବଳ ବନ୍ୟା ରେ ଗ୍ରାମୀଣ ପରିସ୍ଥିତି www.navjivanfoundation.org


 

ଭଦ୍ରକ ଜିଲ୍ଲା ରେ କୁମ୍ଭୀର ଆତଙ୍କ www.navjivanfoundation.org


 

ଧାମନଗର ରେ ରାସ୍ତା ନାହିଁ ବନ୍ୟାରେ ଧୋଇ ଯାଇଛି ସIହI ମୋଦି RSS ବିଜେପି ଵାଲା କଣ କରିଛନ୍ତି ଓଡ଼ିଶାରେ www.navjivanfoundation.org109:38 PM


 

ଓଡିଶା ପ୍ରବଳ ବନ୍ୟା ରେ ଗ୍ରାମୀଣ ପରିସ୍ଥିତି www.navjivanfoundation.org


 

ବନ୍ୟାରେ ଧୋଇଗଲା ଆରଡ଼ି କୁଆଖିଆକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତା ଏବେବି ରାସ୍ତା ସମ୍ପୁର୍ଣ୍ଣ ଭାବେ ଧୋଇ ଯାଇଥିବାରୁ ବୈତରଣୀ ନଦୀର ବନ୍ୟାଜଳ କ୍ଷେତ ଓ ଜନବସତିକୁ ମାଡ଼ି ଚାଲୁଛି। ଫଳରେ ଆରଡି ସମେତ ୨୪ଟି ଗାଁର ବନ୍ୟା ସ୍ଥିତିର ସୁଧାର ଆସି ପାରୁନାହିଁ। ତାହାସହ ଉକ୍ତ ରାସ୍ତାର ଉଭୟପାର୍ଶ୍ବରୁ ମାଟି ବାଲି ଧୋଇଯାଇଥିବାରୁ ୧କିମି ରାସ୍ତା ଦବି ଯିଵା ସହ ବିପଦପୂର୍ଣ୍ଣ ଭାବେ ନଦୀ ଆଡ଼କୁ ଢଳି ରହିଛି। ଯାତାୟତ ଠପ୍ ହୋଇଯାଇଥିବା ବେଳେ ୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। www.navjivanfoundation.org


 

ନିଜର କଣ୍ଠସ୍ୱରରେ ସମଗ୍ର ଓଡ଼ିଶାକୁ ବିମୋହିତ କରିଥିବା ମହାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ବିଷୟ ସାରା ଓଡିଶା ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ତାଙ୍କର ଦେହାନ୍ତ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ତାଙ୍କର ସୁମଧୁର ସ୍ୱରର ମୂର୍ଚ୍ଛନା ଓ କାଳଜୟୀ ସଙ୍ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବ। ଏହି ଦୁଃଖଦ ସମୟରେ ଶ୍ରୀ ଜଗନ୍ନାଥ ସେବା ସଂଗଠନ ତରଫରୁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। 🙏ଓଁ ଶାନ୍ତି🙏 www.navjivanfoundation.org


 

ପୁଅକୁ ଖୋଜିବାକୁ ଯାଇ ମାଆ ପୁଅ ଉଭୟ ନିଖୋଜ ମାଆ - ଜୟନ୍ତୀ ବେହେରା ବୟସ - ୪୦ ପୁଅ - ଜଗତ ଜୋତି ବେହେରା ବୟସ - ୧୪ ନବମ ଶ୍ରେଣୀ ! ଘର - ଡକାସାହି, ଧୂଷୁରୀ, ଜିଲ୍ଲା - ଭଦ୍ରକ ଯୋଗାଯୋଗ ରାଜୀବ ବେହେରା - ୭୭୩୫୧୩୯୩୩୦ ! ଦୁଇଦିନ ହେଲା ନିରୁ୍ଦିଷ୍ଟ ଅଛନ୍ତି! ଯଦି ଆପଣଙ୍କ ନଜରକୁ ଆସନ୍ତି ସୂଚନା ଦେବାକୁ ଅନୁରୋଧ ! ମୋତେବି ଯୋଗାଯୋଗ କରିପାରିବେ - 7894625036 www.navjivanfoundation.org