Thursday, August 27, 2026
-ଏଥିପାଇଁ ଆପଣ ଦ୍ୱିତୀୟ ଈଶ୍ୱର { ଡାକ୍ତର- ଡାକ୍ତର ଅଜିତ୍ ପ୍ରସାଦ ଜେନା {ଗ୍ୟାଷ୍ଟ୍ରୋଲୋଜିଷ୍ଟ }ଏକ ରୋଗୀଙ୍କ ଗଳାରେ ଆୟତକ୍ଷେତ୍ର ପରି ଏକ ମାଂସ କଣ୍ଟା ଲାଗିଯିବାରୁ ଅନେକ ଯନ୍ତ୍ରଣା ପାଉଥିଲେ,ସେ ତିନି ଚାରିଜଣ ଡାକ୍ତରଙ୍କୁ ପରାମର୍ଶ କରିଥିଲେବି ନିରାଶ ହୋଇ ଶେଷରେ Dr AP Jena clinic { କଟକ } ରେ ପହଂଚିଥିଲେ! ଡ଼ା ଜେନାଙ୍କ ଆତ୍ମବିଶ୍ୱାସ ଓ ଚେଷ୍ଟା ଦ୍ୱାରା ସେ ଶ୍ୱାସ କ୍ରୀୟାକୁ ପୁନର୍ବାର ସ୍ଵାଭାବିକ କରିଛନ୍ତି ନିଜର ଜ୍ଞାନ କୌଶଳକୁ ପ୍ରୟୋଗ କରି { ଏଣ୍ଡୋସ୍କୋପି ମାଧ୍ୟମରେ} ରୋଗୀ - ବିରଞ୍ଚି ନାରାୟଣ ମଲ୍ଲିକ,ବଡମ୍ବା/ ନରସିଂହପୁର, କଟକ ! ରୋଗୀଙ୍କ ସାଙ୍ଗରେ ଆସିଥିବା ତାଙ୍କ ଭାଈ ଡାକ୍ତର ଜେନାଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଇଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି, ଏହି କାର୍ଯ୍ୟ ପାଈଁ ପୁଣି ଥରେ ଆମ ଧାମନଗର ଗର୍ବ ଓ ଗୌରବକୁ ବହୁଗୁଣିତ କରିଛି ! ଜୟ ବିଜ୍ଞାନ ଜୟ ବିଜ୍ଞାନୀ { ଡାକ୍ତର } www.navjivanfoundation.org
Wednesday, August 26, 2026
Subscribe to:
Posts (Atom)