Saturday, February 7, 2026

ଆସନ୍ତା କାଲି ତା 0୮/0୨/୨୦୨୬ ରିଖ ରବିବାର କୋଚିଳାନାୟକାଣୀ ପୀଠ, ତିନିଘରିଆ ଠାରେ ନବଜୀବନ ଫାଉଣ୍ଡେସନ ପକ୍ଷରୁ ଏକ ବଣ ଭୋଜି ଅନୁଷ୍ଠିତ ହେବାକୁ ଯାଉଛି ଆପଣ ମାନଙ୍କୁ ନିବେଦନ ଦିନ ୧୦ ଟା ରୁ ୧୨ ଟା ଭିତରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବା ହେବେ ନବଜୀବନ ଫାଉଣ୍ଡେସନ ଓଡିଶା ଶଖା www.navjivanfoundation.org ପୂର୍ବ ଭାରତ ମୁଖ୍ୟ ମାନସ ରଞ୍ଜନ ସIହୂ


 

ପ୍ରଥମ ବିବାହ ବାର୍ଷିକରେ ଶୁଭେଚ୍ଛା ବବଲୁ ବନୀତା ଭାଇ ଭାଉଜ , ତୁମ ସଂସାରିକ ଜୀବନ ସୁଖ ସଂବୃଦ୍ଧି ଓ ସମ୍ଭାବନା ମୟ ହେଉ ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି! Babalu Banita भैया और भाभी जी को शादी की पहली सालगिरह की हार्दिक शुभकामनाएं, भगवान जगन्नाथ से प्रार्थना है कि आप सभी का संसार सुख और समृद्धि से परिपूर्ण हो! www.navjivanfoundation.org



 

ଭଟ୍ଟସାହି ପଂଚାୟତର ଯୁବ ନେତା ବନ୍ଧୁ କାଳନ୍ଦୀ ସେଠୀଙ୍କ କନ୍ୟା ରତ୍ନ ସ୍ରଧେୟା କ୍ରିତିକ୍ରିଷ୍ଣାର ଚତୁର୍ଥ ଜନ୍ମ ବାର୍ଷିକରେ ସାମିଲ ହୋଇ ତାର ଉଜ୍ଜଳ ଭବିଷ୍ୟତ କାମନା କଲୁ ବିଶ୍ୱନୀୟନ୍ତାଙ୍କ ନିକଟରେ! भट्टासाही पंचायत के युवा नेता मित्र कालंदी सेठी की पुत्री रत्न श्रधेय कृतिकृष्ण की चौथी जयंती में शामिल होकर बिस्वनियंता से उज्जवल भविष्य की कामना की! www.navjivanfoundation.org



 

किस राशि की पत्नी पिछले जन्म में नागिन थी www.navjivanfoundation.org


 

झूठ बोलने में टॉप करने वाली राशियाँ www.navjivanfoundation.org