Monday, February 23, 2026

पत्रकार बड़े भाई संतोष दास "शंकर बसंती भवन" के गृह प्रवेश समारोह में गोविंदपुर स्थित आवास पर पूर्व तिहिड़ी ब्लाक अध्यक्ष बिदुतलता नायक,गोविंदपुर के पूर्व सरपंच बड़े भाई श्रीकांत नायक शामिल हुए! ସାମ୍ବାଦିକ ବଡ଼ ଭାଇ ସନ୍ତୋଷ ଦାସଙ୍କ ଗୃହ ପ୍ରତିଷ୍ଠା ଉତ୍ସବ'' ଶଙ୍କର ବାସନ୍ତୀ ଭଵନ ''ରେ ତାଙ୍କ ଗୋବିନ୍ଦପୁର ସ୍ଥିତ ବାସଭବନରେ ପୂର୍ବତନ ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦୂତଲତା ନାୟକ, ଗୋବିନ୍ଦପୁର ପୂର୍ବତନ ସରପଞ୍ଚ ବଡ଼ ଭାଇ ଶ୍ରୀକାନ୍ତ ନାୟକଙ୍କ ସାମିଲ ହେଲୁ! www.navjivanfoundation.org





 

ସମାଜ ମଙ୍ଗଳ ହୁଣ୍ଡୀ ଦାନ କାର୍ଯ୍ୟକ୍ରମ समाज कल्याण हुंडी दान कार्यक्रम www.navjivanfoundation.org


 

आइये आज सहयोग का हाथ बढ़ाएं। बेतालगांव टोपी - आज {रविवार} 22/2/ 2026 समय 10 बजे है ଆଜି ଆସନ୍ତୁ ସମସ୍ତେ ମିଶି ସହଯୋଗର ହାତ ବଡ଼ାଇବା ବେତାଳିଗାଁ ହାଟ - ଆଜି {ରବିବାର }୨୨/ ୨ / ୨୦୨୬ ସମୟ ୧୦ ଘଟିକା www.navjivanfoundation.org


 

ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଜ୍ୟ ଗୁରୁ ଅଜୟ କୁମାର ବେଜଙ୍କ ପୁତ୍ର ମୋ ପ୍ରିୟ ସାନ ଭାଇ ଅମ୍ବୁ ର ଶୁଭ ବିବାହ ଉତ୍ସବ ରେ ଖୁସିର ମୁହୂର୍ତ୍ତ ରେ! आदरणीय गुरु अजय कुमार बेग जी अध्यक्ष धामनगर कॉलेजमेरे प्यारे छोटे भाई अंबू मेरे बेटे की शादी समारोह के सुखद क्षणों में ! www.navjivanfoundation.org




 

ସର୍ବସ୍ୱ ହରାଇଥିବା ମଙ୍ଗଳପୁରର ଅଗ୍ନି ପୀଡ଼ିତ ଶମ୍ଭୁନାଥ ମଲିକ ଓ ଜାନକୀ ମଲିକଙ୍କ ପରିବାରକୁ ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ର, ସାମ୍ବାଦିକ ରାଜନେତା ବୈକୁଣ୍ଠ ସାହୁ ଓ ଆଇନଜୀବି ଲିପୁ ପଣ୍ଡାଙ୍କ ସହ ସ୍ୱଳ୍ପ ସହଯୋଗ ସହ ଅଳ୍ପ ସହାୟତା ରାଶି ପ୍ରଦାନ କଲୁ ସମବେଦନା ସହ! समाजसेवी लक्ष्मीनारायण महापात्रा, पत्रकार राजनीतिक नेता बैकुण्ठ साहू व वकील लिपू पांडा ने मंगलपुर अग्नि पीडित शम्भूनाथ मलिक व जानकी मलिक के परिवार को शोक संवेदनाओं के साथ अपना छोटा सा सहयोग दिया! www.navjivanfoundation.org


 

Saturday, February 21, 2026

ସମାଜ ମଙ୍ଗଳ ହୁଣ୍ଡୀ ଆସନ୍ତା ତା ୨୨/ ୨/ ୨୦୨୬ ରିଖ ରବିବାର ଆମ୍ବ ନବଜୀବନ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠିତ ହେଇଥିବ ସମାଜ ମଙ୍ଗଳ ହୁଣ୍ଡୀ ଯାହା { ଅସହାୟ କର୍କଟ ପୀଡ଼ିତ ମାନଙ୍କ ପାଇଁ ସହାୟତା ରାଶି ସମୂହ } ସର୍ବ ସମ୍ମୁଖରେ ଭଙ୍ଗା ଯାଇ ହୁଣ୍ଡୀ ଅର୍ଥ ବେତାଳିଗାଁର ଜଣେ ମହିଳା କର୍କଟ ପୀଡ଼ିତାଙ୍କୁ ଅର୍ପଣ କରିବା ସହ ତାଙ୍କ ସୁସ୍ଥ ତା ପାଇଁ ପ୍ରାର୍ଥନା କରିବା ତତ ସହ ଆଗାମୀ ବାର୍ଷିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବୈଠକ କରିବା ପାଇଁ ଆପଣ ମାନେ ସମସ୍ତେ ସାମିଲ ହେବାକୁ ନିବେଦନ! ଆପଣଙ୍କ ଇଂ ହିମାଂଶୁ ଶେଖର ଜେନା କାର୍ଯ୍ୟକ୍ରମ ସଂଯୋଜକ ନବଜୀବନ ଫାଉଣ୍ଡେସନ ଓଡ଼ିଶା ଶାଖା www.navjivanfoundation.org ସମୟ ସକାଳ ୧୦ ଘଟିକା ସ୍ଥାନ - ଗାନ୍ଧୀ ମଣ୍ଡପ, ବେତାଳିଗାଁ ହାଟ


 

Odisha budget 2026-27. No development of remove unemployment . Once unnecessarily waste on free distribution . This carbon copy to India Saha Modi RSS BJP budget. Baseless www.navjivanfoundation.org