Sunday, March 8, 2026
Why Subhadra's gift of Rs 5,106 crore to one crore women Why is the Modi government giving so much money to Odisha? What's the benefit to the country/State of Odisha? What is women's development and how it is asking for this ? Why is the country's money being wasted by borrowing and collecting heavy taxes from the people? What is the development of women of this? It is asking to the Finance Ministry and Saha Modi RSS BJP to clear us why paralyse women development ? Stop this wasteful expenditure. www.navjivanfoundation.org
ଏକ କୋଟି ମହିଳାଙ୍କୁ 5106 କୋଟି ସୁଭଦ୍ରା ତାଙ୍କ ପ୍ରଦାନ କିନ୍ତୁ ସାହା ମୋଦି RSS ବିଜେପି ସରକାର କାହିଁକି ଏ ରକମ ପ୍ରଦାନ କରୁଛନ୍ତି ଏହା ଦ୍ୱାରା ଦେଶର କଣ ଲାଭ କଣ ବିକାଶ ହେଉଛି ମହିଳାଙ୍କର ଦେଶର ଅର୍ଥ ଉଧାର କରି ଓ ଲୋକଙ୍କ ଠାରୁ ଜବରଦସ୍ତ ଟାକ୍ସ ଆଦାୟ କରି ବର୍ବାଦ କାହିଁକି ହେଉଛି ଏହାଦ୍ୱାରା ମହିଳାଙ୍କର କଣ ବିକାଶ ହେଉଛି ଏହା ଅର୍ଥ ମନ୍ତ୍ରଣାଳୟ ଓ ସାହା ମୋଦୀ ଆରଏସଏସ ବିଜେପି କୁ ପଚରା ଯାଉଛିକୁ ପରିସ୍କାର କୁହନ୍ତୁ ବନ୍ଦ କର ଏ ବେଫାଲତୁ ଖର୍ଚ www.navjivanfoundation.org
Subscribe to:
Comments (Atom)







