Tuesday, April 28, 2026
ବିଶ୍ବର ସର୍ବାଧିକ ଅପରାଧିକ ସଙ୍ଗଠନ Bharatiya Janata Party (BJP) ରାଜନୀତି ଏବଂ ଦଣ୍ଡବିଧାନ ବ୍ୟବସ୍ଥା ଉପରେ ଏକ କଟାକ୍ଷ ପ୍ରଧାନମନ୍ତ୍ରୀଙ୍କ ଭୂମିକା: ଆପଣଙ୍କ ମତରେ, ଦେଶର ଦୁର୍ଭାଗ୍ୟ ଯେ ଏପରି ଜଣେ ନେତୃତ୍ୱ ମିଳିଛନ୍ତି ଯିଏ ସମ୍ବେଦନଶୀଳ ଅପରାଧ କ୍ଷେତ୍ରରେ ନୀରବ ରହୁଛନ୍ତି କିମ୍ବା ଅପରାଧୀଙ୍କ ସପକ୍ଷରେ ଠିଆ ହେଉଥିବା ଲୋକଙ୍କୁ ସୁରକ୍ଷା ଦେଉଛନ୍ତି। ଦଳଗତ ସ୍ଥିତି: ବିଜେପି ମଧ୍ୟରେ ଅନେକ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତି ରହିବା ଏବଂ ଦଳ ସେମାନଙ୍କୁ ସମର୍ଥନ କରିବା ଗଣତନ୍ତ୍ର ପାଇଁ ଏକ ଚିନ୍ତାର ବିଷୟ। ବିଜେପିର ଅପରାଧି ମାନଙ୍କୁ (VIP Treatment) ମିଳୁଛି। ଆସାରାମ ବାପୁ: ଜେଲରେ ଥାଇ ମଧ୍ୟ ଭିଆଇପି ସୁବିଧା ପାଇବା। ରାମ ରହିମ: ବାରମ୍ବାର ପାରୋଲ୍ ପାଇ ଜେଲରୁ ବାହାରକୁ ଆସିବା। ରାମପାଲ: ଜାମିନ ମିଳିବା। ଏହି ସମସ୍ତ ଘଟଣା ଦର୍ଶାଉଛି ଯେ ବର୍ତ୍ତମାନର ବ୍ୟବସ୍ଥା ଅପରାଧୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବାରେ ଅଧିକ ଆଗ୍ରହୀ। ନିର୍ଲଜ୍ଜ ଅଲାଜୁକ ମାନେ ନାରୀ ଶକ୍ତି କଥା. କହୁଛ www.navjivanfoundation.org
କେନ୍ଦୁଝର ଜିଲ୍ଲା ପାଟନା ନିର୍ବାଚନ ମଣ୍ଡଳୀର ମଲ୍ଲିପଶି ଗାଁ ଅଧିବାସୀ ଜିତୁ ମୁଣ୍ଡାର କାର୍ଯ୍ୟ ସରକାରୀ ନୀତି ନିୟମ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ବ୍ୟବସ୍ଥା ର ଗାଲରେ ଶକ୍ତ ଥାପଡ଼ ମାରିଛି l ଜଣେ ଭଉଣୀର ବ୍ୟାଙ୍କ୍ରେ ଥିବା ଟଙ୍କା ଭାଇ କେମିତି ପାଇବ ଏକଥା ଶିକ୍ଷିତ ବ୍ୟାଙ୍କ୍ କର୍ମଚାରୀମାନେ ତାକୁ ଯଦି ଠିକରେ ବୁଝାଇପାରିଥାନ୍ତେ ତାହେଲେ ଆଜି ସବୁ ବ୍ୟାଙ୍କର ଵିଧି ବ୍ୟବସ୍ଥା ରାସ୍ତାରେ ନଙ୍ଗଳା ହୋଇନଥାନ୍ତା l ଭଉଣୀ ମୃତ୍ୟୁର ପ୍ରମାଣ ଦେବାପାଇଁ ଦୁଇମାସ ତଳେ ପୋତା ଯାଇଥିବା କଙ୍କାଳକୁ ଧରି ଭାଇ ବ୍ୟାଙ୍କ୍ରେ ପହଞ୍ଚୁଲା ଯାହା ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରର ମୁକ ସାକ୍ଷୀ l କେବଳ ଏଇ ଗୋଟିଏ ଘଟଣା ନୁହେଁ ଏମିତି ଆଉ କେତେ ଘଟଣା ଘଟିଲେ ଏମାନେ ଭଦ୍ର ହେବେ l କିଏ ଭତ୍ତା ପାଇବାକୁ ବସି ବସି ଆସୁଛି କିଏ ଟଲି ରେ ବୁହା ହୋଇ ଆସୁଛି କିଏ ବାଟରେ ପଡି ମଲାଣି l ପ୍ରତ୍ୟେକ ବ୍ୟାଙ୍କ ଓ ଥାନାରେ may i help you desk ରହିଛି l ସେ desk ଯେ ମୃତ ପ୍ରାୟ ବୋଲି ଏ ଘଟଣା ପ୍ରମାଣିତ କରିଛି lଏମାନେ ଯାହାର ଚାକର ସେଇ ମାନଙ୍କୁ ଅଭଦ୍ରାମୀ ଦେଖାନ୍ତି ଆଉ ବ୍ୟାଙ୍କ ସାମ୍ନାରେ ଲେଖନ୍ତି " ଗ୍ରାହକ ଈଶ୍ୱର, " ସେଇ ମାନଙ୍କ ଟଙ୍କାରେ ଏମାନଙ୍କ ଘର ଚଳେ ଓ ଏମାନେ ବାବୁ ବାବୁଆଣୀ ବୋଲାନ୍ତି ଏ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ ହୋଇଥିବାରୁ ପ୍ରଶାସନ କିପରି ସଚେତନ ହେଉନି ଶିକ୍ଷା ର ତଳ ପାହାଚ ରେ ଥିବା ଲୋକ ମାନେ କେମିତି ନ୍ୟାୟ ପାଇଁ ହିନସ୍ତା ହେଉଛନ୍ତି www.navjivanfoundation.org।
Organization FCRA registration(FCRA Registration Number: 231660980R) cancelled under Section 14(1)(e) of the Foreign Contribution (Regulation) Act,2010 with cancellation Order ID 3300007682025. It is confused without any corruption how certificate cancelled.Why Section 14(1)(e)? www.navjivanfoundation.org
Organization FCRA registration (FCRA Registration Number: 231660980R) has been cancelled under Section 14(1)(e) of the Foreign Contribution (Regulation) Act, 2010 with cancellation order with Order ID 3300007682025. It is confused without any corruption how certificate cancelled www.navjivanfoundation.org
Subscribe to:
Comments (Atom)







