Friday, May 1, 2026

ଶୂନ୍ୟରୁ ଭାରତ ଗଢ଼ିଥିଲେ ନେହେରୁ: ମେଜର ଜେନେରାଲ୍ ସିଏସ୍ ଥବାନ ପରିସ୍ଥିତି: ସ୍ଵାଧୀନତା ସମୟରେ ଭାରତର ଆର୍ଥିକ ସ୍ଥିତି ଦୁର୍ବଳ ଥିଲା ଏବଂ ବଜେଟ୍ ମାତ୍ର ₹୫୦୦ କୋଟି ଥିଲା। ଅବଦାନ: ଖାଦ୍ୟ ସଙ୍କଟ ଓ ଅଭାବ ସତ୍ତ୍ୱେ ସେ ISRO, IIT ଏବଂ IIM ଭଳି ଅନୁଷ୍ଠାନ ଗଢ଼ି ଭାରତକୁ ଶୂନ୍ୟରୁ ଠିଆ କରିଥିଲେ। ବଡ଼ ମନ୍ତବ୍ୟ: ନେହେରୁଙ୍କ ପରି ଦ୍ଵିତୀୟ ବ୍ୟକ୍ତି କେବେ ହୋଇପାରିବେ ନାହିଁ ବୋଲି ଭୂତପୂର୍ବ ସାମରିକ ଅଧିକାରୀ କହିଛନ୍ତି। ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। www.navjivanfoundation.org


 

ଛି ଛିରେ ବିଜେପି ବିଧାୟକ ମାନଙ୍କୁ ଏମିତି କାଇଁ ମାଡ଼ ମାରୁଛ www.navjivanfoundation.org


 

ଟ୍ରମ୍ପ ଡରରେ ଭାରତ ପାକିସ୍ତାନକୁ ଦେଲା କ୍ଲିନ୍ ଚିଟ୍ .. କହିଲା ପାକିସ୍ତାନରେ ଆତଙ୍କବାଦୀ ନାହାନ୍ତି .. ଅନ୍ଧଭକ୍ତର ଜ୍ଞାନ ପାଇଁ ଭିଡ଼ିଓ କମେଣ୍ଟରେ ଅଛି .. ଦେଖି ନିଅ .. www.navjivanfoundation.org


 

ମମତା ବାନାର୍ଜୀଙ୍କ ବଡ଼ ବୟାନ! ଏକଜିଟ୍ ପୋଲ୍ ଆକଳନକୁ ଷଡ଼ଯନ୍ତ୍ର କହି ପ୍ରତ୍ୟାଖ୍ୟାନ କରିବା ସହ ଟିଏମସି ୨୨୭ରୁ ଅଧିକ ଆସନ ପାଇ ପୁଣି ସରକାର ଗଠନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଆସନ୍ତା ମେ ୪ ତାରିଖରେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଆପଣଙ୍କ ମତରେ ବଙ୍ଗଳାରେ କାହାର ସରକାର ଗଠନ ହେବ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। www.navjivanfoundation.org


 

ଏହା କେବଳ ନିୟମର କଥା ନୁହେଁ, ଏହା ଆମ ସଂସ୍କାର ଓ ସମ୍ମାନର ପରିଚୟ। ପିଲାମାନେ ଯେଉଁଠି ବୁଝୁଛନ୍ତି, ବଡ଼ମାନେ ସେଥିରେ ଅବହେଳା କରୁଛନ୍ତି — ଏହା ଭାବିବାର ସମୟ। www.navjivanfoundation.org


 

ଜଣେ ପ୍ରଧାନମନ୍ତ୍ରୀର କାମ କଣ ଏୟା ? ଇଲେକ୍ସନ ରାଲି କରିବ ... ମନ୍ଦିର ବୁଲିବ ଆଉ ଦିଦେଶରେ ଯାଇ ଓଏସ୍ କରିବ ... ଏମିତି ମାଗଣା ଖିଆ ପ୍ରଧାନମନ୍ତ୍ରୀ ଥାଇ ଲାଭ କଣ ? www.navjivanfoundation.org


 

ବର୍ତ୍ତମାନ ଭାରତର ସବୁ କୋର୍ଟ ସରକାରଙ୍କ କଥାକୁ ହିଁ ସତ ମାନି ନେଉଛନ୍ତି ...ମୁଁ ସବୁଦିନ ଅଦାଲତରେ ଏହା ଦେଖୁଛି କହିଲେ ବରିଷ୍ଠ ସୁପ୍ରିମ କୋର୍ଟ ଓକିଲ କପିଲ୍ ଶିବଲ୍ www.navjivanfoundation.org