Wednesday, June 10, 2026
हमारे सामाजिक संगठन मधुर भाषी युवा छोटे भाई अमरजीत खूंटिया के पूज्य पिता स्व दिवाकर खूंटिया की ग्यारहवीं पुण्य तिथि पर विश्व को श्रद्धांजलि अर्पित की अमर आत्मा की शांति हेतु ! ଆମ ସାମାଜିକ ପ୍ରତିଷ୍ଠାନର ସଦସ୍ୟ ମିଷ୍ଟଭାଷୀ ଯୁବକ ସାନ ଭାଇ ଅମରଜିତ ଖୁଣ୍ଟିଆଙ୍କ ପୂଜ୍ୟ ପିତା ଦିବଙ୍ଗତ ଦିବାକର ଖୁଣ୍ଟିଆଙ୍କ ଏକାଦଶାହ କ୍ରିୟାରେ ତାଙ୍କ ବାଲିପାଟଣା ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କଲୁ ବିଶ୍ଵନିୟନ୍ତାଙ୍କ ନିକଟରେ! www.navjivanfoundation.org
हमारे गाँव की शान मेरे प्रिय छोटे भाई धानाबाद मेरे आदरणीय गुरु शिक्षाविद् लोकनाथ नायक के सुपुत्र IIT में स्पष्ट जानकार बडी को उस समाज की चिंता है जो देश और दूसरों से प्यार करता है सहकारी चिन्मय चिरंजीबी को जन्मदिन की हार्दिक शुभकामनाएं, हमारे क्षेत्र का वैभव दुगुनी हो, यही कामना है! ଆମ ଗାଁର ଗୌରବ ମୋର ପୁଜ୍ୟ ଗୁରୁ ଶିକ୍ଷାବିତ ଲୋକନାଥ ନାୟକଙ୍କ ସୁପୁତ୍ର ମୋର ପ୍ରିୟ ସାନ ଭାଇ ଧାନବାଦ, IIT ରେ ବିଶେଷଜ୍ଞ ଜଣେ ସ୍ପଷ୍ଟ ବାଦୀ ଦେଶକୁ ଭଲପାଉଥିବା ସମାଜ ପାଇଁ ଚିନ୍ତିତ ଥିବା ସହ ଅନ୍ୟମାନଙ୍କୁ ସହଯୋଗ କରୁଥିବା ଚିନ୍ମୟ ଚିରଞ୍ଜିବିଙ୍କ ଶୁଭ ଜନ୍ମ ଦିନର ଶୁଭେଚ୍ଛା ସହ ଆମ ଅଞ୍ଚଳର ଗୌରବ ଦ୍ୱିଗୁଣିତ କରୁ ଏତିକି କାମନା ! www.navjivanfoundation.org
Subscribe to:
Posts (Atom)







