Tuesday, June 30, 2026
ପ୍ରିୟ ସାନ ଭାଇ ଅଦ୍ୱୈତ କେଶରୀ ବାରିକଙ୍କ ପିୟୁଷିନାନୀ ଆପଣାର ଟିକି ନାନୀଙ୍କ ପୁତ୍ର ସାନ ଭାଇ ସତ୍ୟଓଁର ଶୁଭ ଜନ୍ମ ଦିନ ତଥା ଶୋଳପୂଜା ଅବସରରେ ମଙ୍ଗଳା ମନ୍ଦିର,ଶୈଳଶ୍ରୀ ବିହାର, ଭୁବନେଶ୍ୱର ଠାରେ ପାଳନ ହୋଇଯାଇଛି, ଏଥିରେ ଆତ୍ମୀୟତା ସହ ଟାଣି ହୋଇ ଆସିବା ସମସ୍ତଙ୍କ ଆଦର ଭଲପାଇବା ପାଇବା ସତରେ ସ୍ମରଣୀୟ ହୋଇ ରହିବ ସବୁଦିନ! प्रिय छोटे भाई अद्वैत केशरी बारिक की पियुशिनानी अपनी छोटी बहन छोटे भाई सत्यओन का शुभ जन्मदिवस एवं शोलापूजा के अवसर पर मंगला मंदिर,शैलश्री बिहार,भुवनेश्वर में मनाया गया, इसमें स्नेह लेकर आये सभी का स्नेह एवं दुलार सदैव याद रहेगा! www.navjivanfoundation.org
ବାର୍ଷିକ ପତ୍ରିକା "ଶକ୍ତିମୟୀ " ପକ୍ଷରୁ ପ୍ରତିଷ୍ଠାତା ସମ୍ପାଦକ ଗୟାଧର ପଣ୍ଡାଙ୍କ ତତ୍ୱାବଧାନରେ ବଡ଼ତୀରଣ ଠାରେ ଶିକ୍ଷାବିତ, ସାରସ୍ୱତ ସାଧକ ଶକ୍ତିମୟୀ ସ୍ଥାୟୀ ସଭାପତି ଦିବଙ୍ଗତ ଗାୟକ ପଦ୍ମଶ୍ରୀ ମହେଶ୍ୱର ବାରିକଙ୍କ ଉଦେଶ୍ୟରେ ଅନୁଷ୍ଠିତ ଶୋକସଭା ରେ ପୂଜ୍ୟଙ୍କ ପାଇଁ ପଦେ କହିଲି ବରିଷ୍ଠ ଅନୁଭବି ବ୍ୟକ୍ତି ବିଶେଷ ମାନଙ୍କ ଗହଣରେ ! वार्षिक पत्रिका "शक्तिमय" की ओर से संस्थापक संपादक गयाधर पांडा शिक्षाविद्, सारस्वत साधक शक्तिमयी स्थायी अध्यक्ष स्वर्गीय गायक पद्मश्री माहेश्वर बारिक के पर्यवेक्षण में बड़ातिरण में शोक सभा में पूज्यनीय व्यक्ति के लिए शब्द बोले। www.navjivanfoundation.org

Subscribe to:
Posts (Atom)