Thursday, July 16, 2026

ମାତୃଜୌତି ମହିଳା ସଂଗଠନ, ଧୂଷୁରୀ, ଭଦ୍ରକ ପକ୍ଷରୁ" ନରସିଂହପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ "ଟଙ୍କ ତୋରାଣୀ"ବଣ୍ଟନ ଉଦଘାଟନ ଉତ୍ସବରେ ଉଦ୍ୟାକ୍ତା ଭଉଣୀ ଇପ୍ସିତା ହୋତା, କଳ୍ପନା ଦାସ, କଳ୍ପନା ରାଉତ , ମଙ୍ଗୁଳି ବେହେରାଙ୍କ ନେତୃତ୍ୱରେ ,ଧୂଷୁରୀ ଥାନା ଅତିରିକ୍ତ ଉପ ଥାନାଧିକାରିଣୀ ବୈଶାଖୀ ଧଳ,ସ୍ୱାସ୍ଥ୍ୟ ସେବିକା ବିଷ୍ଣୁପ୍ରିୟା କୂଅ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଧୂଷୁରୀର ଭାର୍ଗବୀ ଭଉଣୀ ପ୍ରମୁଖଙ୍କ ସହ ସାମିଲ ହୋଇ ଘୋଷଯାତ୍ରା ଭକ୍ତ ମାନଙ୍କ ଉଦେଶ୍ୟରେ ଏହି ପ୍ରୟାସ ପାଇଁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଲୁ! मात्रुजुती महिला संघटना, धुसुरी, भद्राक, "टांका टोरानी" वितरण, जगन्नाथ मंदिर, नरसिंघपुर के मैदान में, उड्याक्ता बहन इप्सिता होटा, कल्पणा दास, कल्पणा रौत, मंगुली बेहरा, धुसुरी पुलिस स्टेशन अतिरिक्त उप कमिश्नर बैशाखी धला, स्वास्थ्य नर्स बिश्नुप्रिया कुआ, भद्रा, भद्राक, भद्राख, भद्राक, भद्राक भद्राक, भद्रिया विश्वविद्यालय, धुसुरी भार्गवी बहन प्रमुख, भद्रिया विश्वविद्यालय की उपस्थिति में, भद्रिया विश्वविद्यालय, धुसुरी बहन प्रमुख, भक्तों ने घोश यात्रा में भाग लिया। आयोजकों के प्रयास के लिए तालियां बजाईं! www.navjivanfoundation.org





 

ମାତୃଜୌତି ମହିଳା ସଂଗଠନ, ଧୂଷୁରୀ, ଭଦ୍ରକ ପକ୍ଷରୁ" ନରସିଂହପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ "ଟଙ୍କ ତୋରାଣୀ"ବଣ୍ଟନ ଉଦଘାଟନ ଉତ୍ସବରେ ଉଦ୍ୟାକ୍ତା ଭଉଣୀ ଇପ୍ସିତା ହୋତା, କଳ୍ପନା ଦାସ, କଳ୍ପନା ରାଉତ , ମଙ୍ଗୁଳି ବେହେରାଙ୍କ ନେତୃତ୍ୱରେ ,ଧୂଷୁରୀ ଥାନା ଅତିରିକ୍ତ ଉପ ଥାନାଧିକାରିଣୀ ବୈଶାଖୀ ଧଳ,ସ୍ୱାସ୍ଥ୍ୟ ସେବିକା ବିଷ୍ଣୁପ୍ରିୟା କୂଅ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଧୂଷୁରୀର ଭାର୍ଗବୀ ଭଉଣୀ ପ୍ରମୁଖଙ୍କ ସହ ସାମିଲ ହୋଇ ଘୋଷଯାତ୍ରା ଭକ୍ତ ମାନଙ୍କ ଉଦେଶ୍ୟରେ ଏହି ପ୍ରୟାସ ପାଇଁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଲୁ! See less मात्रुजुती महिला संघटना, धुसुरी, भद्राक, "टांका टोरानी" वितरण, जगन्नाथ मंदिर, नरसिंघपुर के मैदान में, उड्याक्ता बहन इप्सिता होटा, कल्पणा दास, कल्पणा रौत, मंगुली बेहरा, धुसुरी पुलिस स्टेशन अतिरिक्त उप कमिश्नर बैशाखी धला, स्वास्थ्य नर्स बिश्नुप्रिया कुआ, भद्रा, भद्राक, भद्राख, भद्राक, भद्राक भद्राक, भद्रिया विश्वविद्यालय, धुसुरी भार्गवी बहन प्रमुख, भद्रिया विश्वविद्यालय की उपस्थिति में, भद्रिया विश्वविद्यालय, धुसुरी बहन प्रमुख, भक्तों ने घोश यात्रा में भाग लिया। आयोजकों के प्रयास के लिए तालियां बजाईं! www.navjivanfoundation.org


 

ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ, ପୂର୍ବତନ ଭଦ୍ରକ ଲୋକସଭା ସାଂସଦ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜନପ୍ରିୟ ବ୍ୟକ୍ତିତ୍ୱ ପୂଜ୍ୟ ଅନନ୍ତ ପ୍ରସାଦ ସେଠୀଙ୍କ ଶୁଭ ଜନ୍ମ ଦିନରେ ପ୍ରଣାମ ଶୁଭେଚ୍ଛା ସହ ସୁସ୍ଥ ନିରୋଗ ଜୀବନ ଯାପନ କାମନା ବିଶ୍ୱନୀୟନ୍ତାଙ୍କ ନିକଟରେ ! www.navjivanfoundation.org


 

ରଥ ଯାତ୍ରା ପାଇଁ ପଥ ପ୍ରସ୍ତୁତ କାର୍ଯ୍ୟକ୍ରମ ରେ ଗାଁ ସାନ ବଡ଼ ଭାଇ ମାନଙ୍କ ସହ ଯୁବ ସଂଗଠକ ଭାଇ ସଂଜୀବ ରଣାଙ୍କ ନେତୃତ୍ୱରେ ! चारीओट फेस्टिवल के लिए रास्ता तैयारी कार्यक्रम में, गाँव के युवा भाई संजीव राना के नेतृत्व में, युवा आयोजक भाई संजीव राना के साथ! www.navjivanfoundation.org






 

ବନ୍ଧୁ ରଜନୀକାନ୍ତ ମିଶ୍ରର ଶୁଭ ଜନ୍ମ ଦିନ ପାଳନ मेरे दोस्त रजनीकांत मिश्रा को जन्मदिन की बधाई। www.navjivanfoundation.org





 

ବନ୍ଧୁ ରଜନୀକାନ୍ତ ମିଶ୍ରର ଶୁଭ ଜନ୍ମ ଦିନ ପାଳନ मेरे दोस्त रजनीकांत मिश्रा को जन्मदिन की बधाई। www.navjivanfoundation.org


 

ଆମ ସାଙ୍ଗ ଅମୃତର ମୁଦିପିନ୍ଧା ଉତ୍ସବରେ ଆମେ ସବୁ ଆତ୍ମୀୟ ଆପଣାର ବୃନ୍ଦ ଶାନ୍ତିମଣ୍ଡପ, ଆନନ୍ଦବଜାର ଠାରେ ! हम सभी अपने दोस्त अमृत के अंगूठी पहनने के समारोह में हमारे ब्रुंडा शांतिमंदप, अनंदाबाजार में आत्मिक हैं! www.navjivanfoundation.org