Sunday, July 26, 2026

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଭାବେ ପ୍ରିୟ ସାନ ଭାଇ ବିପ୍ଲବୀ ବିଭୁତି ଭୂଷଣ ମହାପାତ୍ର ହେଲେ ନିଯୁକ୍ତି, ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ତାଙ୍କ ସଙ୍ଘର୍ଷ ଏବେ ଦ୍ୱିଗୁଣିତ ହେବ ଆଶା ଛାତ୍ରଶକ୍ତି ଆହୁରି ହେବ ମଝବୁତ!! ଶୁଭେଚ୍ଛା ବିଭୁତି www.navjivanfoundation.org

ଆମ ଗାଁ ବାହୁଡା଼ଯାତ୍ରା {ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ } ପ୍ରସ୍ତୁତ - ରିଙ୍କୁ www.avjivanfoundation.org

ସତ୍ୟନାରାୟଣ କାଉଡିଆ ସଂଘ, ନଦୀଗାଁ ପକ୍ଷରୁ ସନ୍ତିଆ ଭାଇ, ଦଧିଆ ଭାଇ ଓ ପୂର୍ଣ୍ଣ ବାବୁଙ୍କ ନେତୃତ୍ୱରେ ଜଳ ଲାଗି ଭକ୍ତ ଓ ସାଧାରଣ ଜନତା ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ! www.navjivanfoundation.org

ବାହୁଡା଼ଯାତ୍ରା ନବଦିନାତ୍ମକ ଯାତ୍ରାର ଅନ୍ତିମ ଅପରାହ୍ନରେ ଆମ ଗ୍ରାମ ବାସି, ଅତିଥି ମାନଙ୍କ ସହ ଗୁଣ୍ଡିଚାଦାଣ୍ଡରେ {ନଦୀଗାଁ ପ୍ରସିଦ୍ଧ ରଥଯାତ୍ରା }! www.navjivanfoundation.org

ମୂର୍ତ୍ତିଶିଳ୍ପୀ ଓ କଣ୍ଠଶିଳ୍ପୀ ସାନ ଭାଇ ଗୌରବ ଦାସଙ୍କ ରଥଜାତ ପାଇଁ ଅନୁଷ୍ଠିତ କୀର୍ତନ ରେ ତାଙ୍କ ପୋଖରୀଆ ସ୍ଥିତ ବାସଭବନରେ ଆମ ଶ୍ରୀ ଗୁଣ୍ଡିଚା ଯୁବ ସେବା ସଂସଦ କର୍ମକର୍ତ୍ତାଙ୍କ ସହ ! www.navjivanfoundation.org

ମୂର୍ତ୍ତିଶିଳ୍ପୀ ଓ କଣ୍ଠଶିଳ୍ପୀ ସାନ ଭାଇ ଗୌରବ ଦାସଙ୍କ ରଥଜାତ ପାଇଁ ଅନୁଷ୍ଠିତ କୀର୍ତନ ରେ ତାଙ୍କ ପୋଖରୀଆ ସ୍ଥିତ ବାସଭବନରେ ଆମ ଶ୍ରୀ ଗୁଣ୍ଡିଚା ଯୁବ ସେବା ସଂସଦ କର୍ମକର୍ତ୍ତାଙ୍କ ସହ ! www.navjivanfoundation.org

ବଡ଼ ଏକାଦଶୀରେ ଦର୍ଶନ କରି କୁତାର୍ଥ ହେଲି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ! www.navjivanfoundation.org