Monday, September 21, 2026

Khan Sir | Bihar बाढ़ राहत दौरान के अपने को वाकी टॉकी से दिशा निर्देश देते हुए Khan Sir www.navjivanfoundation.org


 

India want a nation without RSS www.navjivanfoundation.org


 

खान सर को चाहने वाले एक शेयर जरूर करे www.navjivanfoundation.org


 

ଯୁବ ସଂଗଠକ ଭାଇ ନାରାୟଣ ଚନ୍ଦ୍ର ଦାସଙ୍କ ଦିବଙ୍ଗତା ମାତୃଦେବୀ ପ୍ରତିଭା ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପଙ୍ଗଟା ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ ! www.navjivanfoundation.org




 

ପ୍ରିୟ ମଣିଷ ବେତାଳିଗାଁର ବହି ବ୍ୟବସାୟୀ, ନେତାଜୀ ଜୟନ୍ତୀ କମିଟି ସମ୍ପାଦକ ବଡ଼ ଭାଇ ମୃତ୍ୟୁଞ୍ଜୟ ସାହୁ { ରୋଗା ଭାଇ } ଙ୍କ ଏକାଦଶାହ କ୍ରିୟାରେ ଅଶ୍ରୁପୂର୍ଣ୍ଣ ଶବ୍ଦାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କଲୁ ବିଶ୍ଵନିୟନ୍ତାଙ୍କ ନିକଟରେ! www.navjivanfoundation.org






 

ବୟଜ୍ୟଷ୍ଟ କାଠ ମିସ୍ତ୍ରୀ ପୂଜ୍ୟ ଅର୍ଜୁନ ଚରଣ ସୁତାର ଓ ରମେଶ ସୁତାରଙ୍କ ଗୃହରେ ଇଷ୍ଟଦେବ ବିଶ୍ୱକର୍ମା ପୂଜା ଅବସରରେ ଅନୁଷ୍ଠିତ କୀର୍ତନ ରେ ସାମିଲ ହୋଇ ବିଭୁ କୃପା ଲାଭ କଲୁ! www.navjivanfoundation.org






 

ସମାଜମଙ୍ଗଳ ହୁଣ୍ଡୀ ଦାନ ପ୍ରତିଷ୍ଠାତା { ବାପୁ ଓଝା } ସମାଜସେବୀ, ଓଡ଼ିଶା ଆମ ସାମାଜିକ ପ୍ରତିଷ୍ଠାନ ସହ ସହାଭାଗିତା କିଛି ବଦାନ୍ୟ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଦୁଇ ଦିନର ଯୋଗାଡ଼ରେ ଭଦ୍ରକ ଜିଲ୍ଲା ହସନାବାଦ ପଞ୍ଚାୟତର କର୍କଟ ପୀଡ଼ିତା ମାଆ ମଞ୍ଜୁଳତା ବାରିକଙ୍କୁ ତାଙ୍କ ପଙ୍ଗଟା ସ୍ଥିତ ବାସଭବନରେ ଅର୍ଥ ରାଶି ସହ ଗ୍ରୋସରୀ ଆଦି ପ୍ରଦାନ କଲୁ ! ବରିଷ୍ଠ ଆଇନଜୀବି ଦେବାଶିଷ ସାମଲଙ୍କ ସ୍ୱହସ୍ତ ରେ ହୁଣ୍ଡୀ ଭଙ୍ଗା ଗଲା ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସରପଞ୍ଚ ଅଜୟ ମଳିକ, ଯୁବ ସମାଜସେବୀ ଜଗନ ସାହୁ, ହିମାଂଶୁ ଜେନା, ଚନ୍ଦନ ଯେନା, ପ୍ରଶାନ୍ତ ସୁତାର, ରିଙ୍କୁ ସାହୁ, ଶିକ୍ଷାବିତ ଉମେଶ ତ୍ରିପାଠୀ, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ସହଯୋଗୀତା ରେ ସାମିଲ ହୋଇଥିଲେ ! समाजमंगल हुंडी दाना {बापू ओज़ा} के संस्थापक सामाजिक कार्यकर्ता, ओडिशा हमारे सामाजिक संगठन के साथ साझेदारी में, कुछ उदार व्यक्तित्वों द्वारा, दो दिनों में, हमने कैंसर के पीड़ित माँ मन्जुलाता बैरिक के पंगटा में स्थित उनके निवास पर किराने की सामग्री के साथ पैसे वितरित किए! हिंदी की स्थिति में वरिष्ठ वकील देबाशिश समाल, जिला परिषद सदस्य प्रदीप मालिक, सरपंच अजय मालिक, युवा सामाजिक कार्यकर्ता जगन साहू, हिमांशु जेना, चंदन जेना, प्रांस्त सुतर, रिंकू साहू, शिक्षा विद्वान उमेश त्रिपाठी, देवेंद्र पांडा सहयोग में उपस्थित थे! www.navjivanfoundation.org