Saturday, October 3, 2026

ଶୁଭ ଜନ୍ମ ଦିନର ଶୁଭେଚ୍ଛା ସାନ ଭାଇ ଗୌରାଙ୍ଗ www.navjivanfoundation.org


 

ଗାନ୍ଧୀଘାଟ ଶାସନ ଓ ବେତାଳିଗାଁ ହାଟରେ ଥିବା ଗାନ୍ଧୀ ସ୍ମୃତି ମନ୍ଦିର ରେ ଆମ ସାମାଜିକ ପରିବାର ସହ ଶ୍ରଦ୍ଧା ସୁମନ ଅର୍ପଣ କଲୁ ! www.navjivanfoundation.org






 

ସୁଯୋଗ ମିଳିଲେ ମନକୁ ଶାନ୍ତି ମିଳେ www.navjivanfoundation.org


 

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରି ଶାସ୍ତ୍ରୀଙ୍କ ଜୟନ୍ତୀ ରେ କାକୁଡ଼ିଗଢିଆ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମିଳିତ ସହଯୋଗୀତା ରେ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଓ ନବଜୀବନ ଫାଉଣ୍ଡେସନ ଆୟୋଜନରେ ସମାଜସେବୀକା ମୀରା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ! www.navjivanfoundation.org


 

ଜୟନ୍ତୀରେ ଜୟଗାନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମହାପୁରୁଷ ଲାଲ ବାହାଦୁରି ଶାସ୍ତ୍ରୀଙ୍କ ୧୨୩ ତମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ! www.navjivanfoundation.org



 

ମୋ ମଉଷା ଦିବଙ୍ଗତ ଆଦର୍ଶ ଶିକ୍ଷକ ପୂଜ୍ୟ ଶ୍ରୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଓ ବଡ଼ ଭାଇ କବି ସତ୍ୟବ୍ରତ ସାହୁ, ସତ୍ୟପ୍ରିୟ ସାହୁ ଓ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମ ରେ ପ୍ରକାଶିତ "ବାପା " ଶୀର୍ଷକ ପୁସ୍ତିକା ଉନ୍ମୋଚନ ପର୍ବ ପଲ୍ଲାସାହି, କମାଳପୁର, ଅହିୟାସ, ଯାଜପୁର ସ୍ଥିତ ବାସଭବନରେ www.navjivanfoundation.org


 

ମର୍ମସ୍ପର୍ଶି କବିତା ""ବାପା "" ଆବୃତ୍ତି - ମୋ ଝିଆରୀ ଶୁଭଲକ୍ଷ୍ମୀ ସାହୁ ଅବସର - ମୋ ମଉଷାଙ୍କ ଶ୍ରାଦ୍ଧ ତୃତୀୟ ବାର୍ଷିକର www.navjivanfoundation.org