Saturday, August 13, 2022

ଆତ୍ମୀୟ ଯୁବ ସାମ୍ବାଦିକ ନିହାର ଦାସ ଭାଇ ଙ୍କ ପୂଜ୍ୟ ପିତା ଉତ୍କଳ ବିଶ୍ୱବିଦ୍ୟାଳୟ ର ସେବା ନିବୃତ କର୍ମଚାରୀ,ସମାଜସେବୀ ଦିବଂଗତ ବଳରାମ ଚରଣ ଦାସ ଙ୍କ ପୁଣ୍ୟ ଏକାଦଶାହ କ୍ରିୟାରେ ତାଙ୍କ ମହାଦେବ ନଗର, ଅସୁରାଳୀ ସ୍ଥିତ ବାସଭବନରେ ଓ ମୋର ଶିକ୍ଷା ଗୁରୁ ପୂର୍ଣଚନ୍ଦ୍ର ନାୟକ, ପ୍ରଶଂସକପ୍ରିୟବ୍ରତ ନାୟକ,ଲିପୁ ନନା ଙ୍କ ପୂଜ୍ୟା ମାତା ସ୍ବର୍ଗତା ଶାନ୍ତିଲତା ନାୟକ ଙ୍କ ପୁଣ୍ୟ ଏକାଦଶାହ କ୍ରିୟାରେ, ଡକାସାହି, ଧୂଷୁରୀ ସ୍ଥିତ ବାସଭବନରେ ଅମର ଆତ୍ମାଙ୍କ ପ୍ରତି ସୁମନ ଅର୍ପଣ ଓ ଗୁଣଗାନ କରିବାର ସୌଭାଗ୍ୟ ଲାଭ ସହ ଉଭୟଅମୃତ ଅମ୍ଲାନ ଆତ୍ମାଙ୍କ ସଦ୍ଗତି ନିମନ୍ତେ ବିଶ୍ଵନିୟନ୍ତା ଙ୍କ ନିକଟରେ ପ୍ରାର୍ଥନା କଲୁ!


 

No comments:

Post a Comment