Thursday, April 3, 2025
ଆମ ସାମାଜିକ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା 12 କିମ୍ବା 13 ତାରିଖ ବାର୍ଷିକ ସମ୍ମିଳନୀ ସମ୍ଭର୍ଧନା ପର୍ବ ସହ ପଖାଳ ଉତ୍ସବ ଅନୁଷ୍ଠିତ ହେବାକୁ ଆଲୋଚନା ମାଧ୍ୟମରେ ସ୍ଥିର ହୋଇଛି! ଏବର୍ଷ ଦୋବଲ ଅଞ୍ଚଳ ଖଡ଼ିପଦା ଠାରେ ହେଵା ପାଇଁ ବ୍ୟବସ୍ଥା ହେଉଛି! ଏଣୁ ଆପଣ ମାନଙ୍କ ସହଯୋଗ, ଶ୍ରମ, ଦାୟିତ୍ୱ ଓ ଆର୍ଥିକ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ କରୁଛି! Navjivan Foundation www.navjivanfoundation.org EIC Manas Ranjan Sahoo
Subscribe to:
Post Comments (Atom)
No comments:
Post a Comment