Thursday, April 3, 2025

ଆସନ୍ତା ୧୨/ ୪/୨୦୨୫ ତାରିଖ ଶନିବାର ପୂର୍ବାହ୍ନ ୧୦ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସାମାଜିକ ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ର ବିଶିଷ୍ଠ ଅତିଥି ମାନଙ୍କ ଉପସ୍ଥିତରେ ଅନୁଷ୍ଠିତ ହେବ, ଏଣୁ ଆପଣ ଉକ୍ତ ସ୍ଥାନ ଟିକୁ ଅନୁମୋଦନ କରି ଆମ୍ଭକୁ ସହଯୋଗୀତା ନିମିତ୍ତ କାମନା କରୁଛୁ! ଆପଣଙ୍କ ବଶମ୍ବଦ ମାନସ ରଞ୍ଜନ ସାହୁ ରାଜ୍ୟ ମୁଖ୍ୟ, ନବଜୀବନ ଫାଉଣ୍ଡେସନ, ଓଡିଶା ଶାଖା www.navjivanfoundation.org


 

No comments:

Post a Comment