Monday, July 14, 2025

ଏଫ ଏମ କଲେଜର ଛାତ୍ରୀ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବିରେ କୃଷକ ନେତା ଅକ୍ଷୟ କୁମାରଙ୍କ ଉପବାସ ( ଅନଶନ ) ସତ୍ୟାଗ୍ରହରେ ଗାନ୍ଧୀ ମାର୍ଗ ରେ ଅନେକ ବୁଦ୍ଧିଜୀବୀ ମାନଙ୍କ ସହ ସାମିଲ ହୋଇ ଏ ସମ୍ବେଦନା ଶିଳ ଘଟଣାର ଉଚିତ ନ୍ୟାୟ ଦାବୀ କଲୁ! www.navjivanfoundation.org




 

No comments:

Post a Comment