skip to main |
skip to sidebar
ଆସନ୍ତା କାଲି ବଣ ଭୋଜି ପରେ ।ଏକ ଛୋଟ ବୈଠକ ଅନୁଷ୍ଠିତ ହୋଇଥିଲା। ସେ ବୈଠକରେ ଆଲୋଚନା ରେ ସ୍ଥିର ହେଲା ଯେ ଆମର ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହେବ ବୋଲି । ଏଣୁ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଅନୁରୋଧ। ବାର୍ଷିକ ଉତ୍ସବ ରେ ଉପସ୍ଥିତ ରହିବା ସହ । ସହଯୋଗ କରନ୍ତୁ www.navjivanfoundation.org
No comments:
Post a Comment