Tuesday, March 17, 2026
ବଡ଼ ଭାଇ ଜଣେ କି ସରଳ ମଣିଷ ସାମାଜିକ କର୍ମୀ ଆଦରଣୀୟ ମଣିଷ ଅନେକ ଅସହାୟ ଗରିବ ଲୋକ ମାନଙ୍କ ସଦାବେଳେ ସାହାଯ୍ୟ ସହଯୋଗ କରି ଆସନ୍ତି ନବଜୀବନ ଫାଉଣ୍ଡେସନ ର ରାଜ୍ୟ ମୁଖ୍ୟ ଓ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ର ପରାମର୍ଶ ଦାଦା ଆଜି ଏହି ପବିତ୍ର ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବାବା ଆଖଣ୍ଡଳମଣି କରନ୍ତୁ ତୁମେ ସବୁବେଳେ ଭଲରେ ରୁହ ବାବା ତୁମର ସବୁ ଇଚ୍ଛା ପୂରଣ କରନ୍ତୁ
Subscribe to:
Post Comments (Atom)

No comments:
Post a Comment