Thursday, March 26, 2026

ଦିନ ରାତି କଷ୍ଟ କରି କମାଇଥିବା ଟଙ୍କା… କିନ୍ତୁ ଶେଷରେ ହାତରେ କେତେ ରହେ? ଏକ ପଟେ ଇନ୍କମ୍ ଟାକ୍ସ, ଆଉ ଅନ୍ୟ ପଟେ GST… ପରେ ଇନ୍ଧନରେ ମଧ୍ୟ ଟାକ୍ସ! ସତରେ, ଆମେ କମାଉଛୁ କି ଟାକ୍ସ ପାଇଁ କାମ କରୁଛୁ? ତୁମ ମତ କଣ? www.navjivanfoundation.org


 

No comments:

Post a Comment