Tuesday, March 17, 2026

Navjivan Foundation www.navjivanfoundation.org ମାନସ ରଞ୍ଜନଙ୍କୁ ଜନ୍ମ ଦିନରେ ସଂସ୍ଥା ତରଫରୁ ଶୁଭକାମନା ଭଗବାନ ଆପଣଂକୁ ଦିଗ୍ଦର୍ଶନ ଦିଅନ୍ତୁ ନବଜୀବନ ଫାଉଣ୍ଡେସନ ମIନସଙ୍କ କାର୍ଯ୍ୟ କରିବାର ଶୈଳୀ ତାଙ୍କୁ ସଂସ୍ଥାର ପୂର୍ବ ଭାରତ ର ମୁଖ୍ୟ ଆସନରେ ଅଭିଷିକ୍ତ କରିଛି ତାଙ୍କର ଦକ୍ଷତା ଅପୂର୍ବ ଭଗବାନ ତାଙ୍କୁ ଆହୁରି ଆଗକୁ ନିଅନ୍ତୁ ଏତିକି ପାର୍ଥନା ଜନ୍ମଦିନରେ ବହୁତ ବହୁତ ଶୁଭକାମନା


 

No comments:

Post a Comment