Friday, March 13, 2026
ଷାଠିବାଙ୍କୁଡ଼ା, ଓଲଗ ପଞ୍ଚାୟତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କର୍କଟ ରେ ପୀଡ଼ିତା ମୃତକା ଅମିତା ଯେନାଙ୍କ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ନିମିତ୍ତ ସହାୟତା ରାଶି { ସମାଜ ମଙ୍ଗଳ ହୁଣ୍ଡୀ } ପ୍ରଦାନ ଆରଡ଼ି, ଭଦ୍ରକ, ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ସଭାପତି ମିଥୁନ ଯେନାଙ୍କ ତତ୍ୱାବଧାନ ରେ ! चंदबाली विधानसभा क्षेत्र के शठीबनकुडा,ओलग पंचायत के कैंसर पीड़ित अमिता जेना के असहाय परिवार को राहत राशि {समाज मंगल हुंडी} भद्रक जिला रक्त संगठन अध्यक्ष मिथुन जेना के पर्यवेक्षण में दी गई! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment