Thursday, April 9, 2026

ଆସନ୍ତା କାଲି ଅପରାହ୍ନ ୪ ଘଟିକା ରେ ହେମନ୍ତ ସାରଙ୍କ ଫାର୍ମ ହାଉସ ଠାକୁରପାଟଣା ଠାରେ ଆମ ସାମାଜିକ ଅନୁଷ୍ଠାନ ନବଜୀବନ ଫାଉଣ୍ଡେସନର ବାର୍ଷିକ ଉତ୍ସବ ନିମନ୍ତେ ଏକ ବୈଠକ ମାଧ୍ୟମରେ ଆଲୋଚନା ରଖି ମତାମତ ଦେଇ କାର୍ଯ୍ୟକ୍ରମ ତାରିଖ ଓ ସ୍ୱରୂପ ସ୍ଥିର କରିବା ! ଏଥିରେ ସମସ୍ତେ ସାମିଲ ହେବାକୁ ନିବେଦନ 🙏🏻 Navjivan Foundation www.navjivanfoundation.org


 

No comments:

Post a Comment