Wednesday, April 15, 2026

ଆଜି ୪ ଟା ବେଳେ ହସନାବାଦ, ହୃଦାନନ୍ଦ କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟକ୍ରମ ନିମିତ୍ତ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେବ ! ଏଣୁ ଆପଣ ମାନେ ଉପସ୍ଥିତ ରହିବାକୁ ନିବେଦନ ! ସମସ୍ତ ସ୍ବେଛାସେବୀ ମାନଙ୍କୁ ଅନୁରୋଧ ଆମ୍ଭମାନଙ୍କ ଅନୁଷ୍ଠାନକୁ ସମ୍ପୂର୍ଣ ସାହାଯ୍ୟ କରିବା ସହ. ଉପସ୍ଥିତ ରହିବା ପାଇଁ ନିବେଦନ କରୁଛି. ସମସ୍ତ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗ ରେ ହିଁ ଏହା ସକ୍ଷମ ହୋଇପାରିବ........ www.navjivanfoundation.org


 

No comments:

Post a Comment