Sunday, April 5, 2026

आसमान में इस घटना को देखकर टेक्नोलॉजी और जंग के बीच असंतुलन साफ होता जा रहा है एक तरफ करोड़ों रुपये का फाइटर जेट, दूसरी तरफ चंद लाख का ड्रोन- फिर भी नतीजे हैरान! यह सिर्फ दिखाता है कि आधुनिक युद्ध में प्रौद्योगिकी और रणनीति अधिक महत्वपूर्ण हैं। ଆକାଶରେ ଏହି ଘଟଣା ଦେଖିଲେ ଟେକ୍ନୋଲୋଜି ଓ ଯୁଦ୍ଧର ଅସମତୁଳନ ସ୍ପଷ୍ଟ ହେଉଛି ଏକ ପଟେ କୋଟି କୋଟି ଟଙ୍କାର ଫାଇଟର ଜେଟ୍, ଅନ୍ୟ ପଟେ ମାତ୍ର କିଛି ଲକ୍ଷର ଡ୍ରୋନ୍—ତଥାପି ଫଳାଫଳ ଆଶ୍ଚର୍ୟଜନକ! ଏହା ଦେଖାଉଛି ଯେ ଆଧୁନିକ ଯୁଦ୍ଧରେ ମୂଲ୍ୟ ନୁହେଁ, ଟେକ୍ନୋଲୋଜି ଓ ରଣନୀତି ଅଧିକ ମହତ୍ତ୍ୱପୂର୍ଣ୍ଣ। www.navjivanfoundation.org


 

No comments:

Post a Comment