Wednesday, April 29, 2026

भद्रक जिले के धामनगर में किसानों को तमाचा। फसल का समय नजदीक आ रहा है धान के खेत में कीड़ों के प्रकोप ने किसानों को परेशान कर दिया है। सैकड़ों हेक्टेयर भूमि में फसलें नष्ट होने के साथ किसानों ने अब मुआवजा मांगा है। देखिये ये रिपोर्ट। ଭଦ୍ରକ ଜିଲ୍ଲା ଧାମନଗରରେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ଅମଳ ସମୟ ପାଖେଇ ଆସୁଥିବା ବେଳେ ଧାନ କ୍ଷେତରେ ରୋଗ ପୋକର ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହେଉଥିବା ବେଳେ ଚାଷୀ ଏବେ କ୍ଷତିପୂରଣ ଦାବି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ । www.navjivanfoundation.org


 

No comments:

Post a Comment