Tuesday, April 14, 2026
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି ଘଟଣାର ସତ ମାନିଲା ଚୋର।ଆଉ ସିନ୍ ରିକ୍ରେସନ୍ ବେଳେ ଯେଉଁ କଥା ସାମନାକୁ ଆସିଲା ଶୁଣିଲେ ଦେହ ହାତ ଥରି ଉଠିବ।କାରଣ ଚୋରି ପରଠୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ହୁଣ୍ଡିର ଟଙ୍କା ଚୋରି ହେଇଛି ହେଲେ ମାଙ୍କ ସୁନା ମୁକୁଟ, ଅନ୍ୟ ଗହଣା କାହିଁକି ନୁହେଁ..ଶୁଣନ୍ତୁ କଣ କହୁଛନ୍ତି ଚୋର... www.navjivanfoundation.org
Subscribe to:
Post Comments (Atom)
No comments:
Post a Comment