Friday, May 1, 2026

୯ ବମ ବାର୍ଷିକ ସମାରୋହ ନବଜୀବନ ଫାଉଣ୍ଡେସନ {ପ୍ରଥମ ଅଧିବେଶନ } ଉଦଘାଟକ ସ୍ୱାମୀ ବସୁପ୍ରଦାନନ୍ଦ ଜି ମହାରାଜ, ମୁଖ୍ୟଅତିଥି ଶିକ୍ଷାବିତ ପ୍ରମୋଦ ଦାସ,ମୁଖ୍ୟଵକ୍ତା ଜିଲ୍ଲା ପରିଷଧ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ବରେଣ୍ୟ ଵକ୍ତା ଅଧିଵକ୍ତା ଦେବାଶିଷ ସାମଲ, ବରେଣ୍ୟ ଅତିଥି ବୃନ୍ଦ ଅଧ୍ୟାପକ ବିଜୟ ଦାଶ,ହସନାବାଦ ସରପଞ୍ଚ ଅଜୟ ମଲିକ, ଅର୍ଜୁନପୁର ସରପଞ୍ଚ ସରିତା ମହାନ୍ତି,ରାଜନେତା ରମେଶ ଚନ୍ଦ୍ର ବେହେରା, ଶିକ୍ଷାବିତ ରଞ୍ଜନ ଭୂୟାଁ, ମଞ୍ଚ ପରିଚାଳନା ସମାଜସେବୀ ଅରୂପ ରଞ୍ଜନ ନନ୍ଦ, ଅତିଥି ପରିଚୟ ଯୁବ ସମାଜସେବୀ ରଜନୀକାନ୍ତ ମିଶ୍ର, ଉଦେଶ୍ୟ ଜ୍ଞାପନ ଇଂ ହିମାଂଶୁ ଶେଖର ଜେନା ପ୍ରମୁଖ! नवजीवन फाउंडेशन का 9वां वार्षिक उत्सव {प्रथम सत्र}उद्घाटन स्वामी बसुप्रदानन्द जी महाराज, मुख्य अतिथि शिक्षाविद् प्रमोद दास, मुख्य वक्ता जिला परिषद सदस्य प्रदीप कुमार मल्लिक, अन्य वक्ता एडवोकेट देबाशीष समाल, अन्य अतिथि समूह के प्रोफेसर विजय दास, हसनाबाद सरपंच अजय मलिक, अर्जुनपुर सरपंच सरिता मोहंती, राजनीतिक नेता रमेश चंद्र बेहरा, शिक्षाविद् रंजन भुया, मंच प्रबंधन समाजसेवी अरुप रंजन नंदा, अतिथि परिचय युवा समाजसेवी रजनीकांत मिश्रा, हिमांशु शेखर जेना प्रमुख में उद्देश्यपूर्ण उत्सव! www.navjivanfoundation.org






 

No comments:

Post a Comment