Monday, May 11, 2026
ନାରଦା ସ୍କାମରେ କ୍ୟାମେରା ଆଗରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଦୁର୍ନୀତିଗ୍ରସ୍ତ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଉଛି। ଆଉ ଅନ୍ୟପଟେ ସ୍ପଷ୍ଟ ତଥା ସ୍ୱଚ୍ଛତାର ସହ ପଞ୍ଜାବ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଥିବା ଆପ୍ (AAP) ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ଉପରେ ଆଜି ମୋଦୀ ଜୀ ଇଡି (ED) ଦ୍ୱାରା ଚଢ଼ାଉ କରାଉଛନ୍ତି।କଣ ଏହା ହିଁ ଦେଶର ଭଲ ଦିନ (ଅଛେ ଦିନ)? www.navjivanfoundation.org
Subscribe to:
Post Comments (Atom)
No comments:
Post a Comment