Sunday, May 31, 2026

ସାଇବର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ! ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର CBSE ମାର୍କିଂ ପୋର୍ଟାଲକୁ ହ୍ୟାକ୍ କରିଥିବା ଦାବି ସୋସିଆଲ୍ ମିଡିଆରେ ଭୟଙ୍କର ଚର୍ଚ୍ଚା ସୃଷ୍ଟି କରିଛି। ଏହା କେବଳ ଏକ ଘଟଣା ନା ଆମ ସାଇବର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ସତର୍କ ସଙ୍କେତ? ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। www.navjivanfoundation.org


 

No comments:

Post a Comment