Tuesday, May 5, 2026

ଆମ ଦେଶ ପାଇଁ ୧୨ ବର୍ଷରେ ମୋଦୀଙ୍କ ଅବଦାନ କଣ ? ଭାବି ଦେଖିଲେ ପାଇବେ ଯେ, ମୋଦୀ କେବଳ ଗୋଟେ ପାଇଖାନା କରିଛନ୍ତି ... ଆଉ ନିଜର ଗରିବ, ଭିକାରୀ ପଣିଆ ନାଁରେ କାନ୍ଦି ନିଜ ମାଙ୍କ ନାଁରେ କାନ୍ଦି ଭୋଟ ମାଗିଛନ୍ତି ... ଠିକ୍ ସେମିତି ଯଦି ଭାବିବେ ଯେ, ସୋନିଆ ଗାନ୍ଧୀଙ୍କର ଆମ ଭାରତ ପାଇଁ ଅବଦାନ କଣ ? ତେବେ ଆପଣ ଜାଣି ପାରିବେ, ସୋନିଆ ଗାନ୍ଧୀ କେବେ ଚୌକି ଲୋଭି ହେଇ ନାହାନ୍ତି କି, ନିଜ ଶାଶୁ ସ୍ଵାମୀଙ୍କ ନାଁରେ କାନ୍ଦି ଭୋଟ ମାଗି ନାହାନ୍ତି ବା ନିଜ ଶାଶୁ ସ୍ଵାମୀଙ୍କ କାମ ଯେମିତି ବ୍ୟାଙ୍କ୍ ନେଶନାଲାଇଜେଶନ, ଦେଶକୁ କମ୍ପ୍ୟୁଟର ଆଣିବା ଇତ୍ୟାଦିର ବାହା ବାହା ପାଇଁ କେଉଁଠି ବି ସେ ତାଙ୍କ ନିଜ ନାଁକୁ ଯୋଡ଼ି ନାହାନ୍ତି ... ଏବଂ ପୁଅକୁ ନିଜ ପରିଶ୍ରମ ବଳରେ PM ହବାକୁ ଛାଡ଼ିଛନ୍ତି ... ରାହୁଲ ଗାନ୍ଧୀ ମଧ୍ୟ ନିଜ ପରିବାର ବଳିଦାନ ନାଁରେ କେବେ ଭୋଟ ମାଗି ନାହାନ୍ତି ... ଏ ହେଉଛି ମୋଦୀ ଆଉ ଗାନ୍ଧୀ ପରିବାର ଭିତରେ ପାର୍ଥକ୍ୟ ... ଜଣେ କିଛି ନକରି ନିଜକୁ ବିଶ୍ୱଗୁରୁ ଓ ଯଶସ୍ଵି କହୁଛି ... ଆଉ ଗାନ୍ଧୀ ପରିବାର ଲୋକେ ସବୁବେଳେ ଦେଶ କାମ ଉପରେ ଧ୍ୟାନ ଦିଅନ୍ତି ଓ ନଜକୁ ବିଶ୍ଲେଷଣ କରନ୍ତି ... www.navjivanfoundation.org


 

No comments:

Post a Comment