skip to main |
skip to sidebar
କିଛି ଜାଗ୍ରତI କିଛି ଉପଦେଶ କିଛି କାମ କରନ୍ତୁ ଗଛ ଲଗାନ୍ତୁ ନବଜୀବନ ଫାଉଣ୍ଡେସନ ର ବିନୀତ ଅନୁରୋଧ ସତରେ ଆଜିକାଲି ଯୋଉ ପ୍ରକାର ଜଳବାୟୁ ପରିବର୍ତନ ହୋଉଛି ଆମେ ଯଦି ସଚେତନ ନହେବା ବା ଗଛ ନ ଲଗେଇବା ତେବେ ଗଛ ଆମ ପାଇଁ ଅସ୍ପର୍ଶ ଉଦାହରଣ ହୋଇଯିବ l ତେଣୁ ସେ ଖରାପ ସମୟ ଆସିବା ପୂର୍ବରୁ ଆମେ ସଜାଗ ହୋଇଯିବା ଉଚିତ lwww.navjivanfoundation.org
No comments:
Post a Comment