Saturday, May 9, 2026

ମର୍ତ୍ତ୍ୟରେ ଯଦି କୋଉଠି ନର୍କ ଥାଏ, ତାହା ହେଉଛି ଓଡିଶାରେ| (NCRB report) ବର୍ଷ ଦୁଇଟାରେ ଜଗନ୍ନାଥଙ୍କ ରାଇଜକୁ ଅପରାଧର ରାଇଜରେ ବଦଳେଇ ଦେଲେ| ବିଶେଷ ସୂଚନା : ଆଖି ପାଟି ଏବଂ କାନରେ ହାତ ଦେଇ ବସିଥିବା ବାପ ମା ମାନଙ୍କୁ ହାତ ଯୋଡି ଅନୁରୋଧ:- ନିଜ ପୁଅଝିଅଙ୍କ ସୁରକ୍ଷାର ଦ୍ଵାୟିତ୍ୱ ନିଜେ ନିଅନ୍ତୁ ଆଇନ କାନୁନ ଏଠି ମୋହନ ମାଝିଙ୍କ ଚୁଲିରେ ପୋଡା ହେଉଛି, ଜୟ ଶ୍ରୀରାମ ମସଲା ପକେଇ ଭର୍ତ୍ତା ହେବ | www.navjivanfoundation.org


 

No comments:

Post a Comment