Sunday, May 24, 2026
ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ,ଭଦ୍ରକ* ରକ୍ତଦାନ ମହତ୍ ପୂର୍ଣ୍ୟ 🩸🩸 ଆଜିର ରକ୍ତଦାତା- ରତ୍ନଦିପି ସାହୁ ତାରିଖ -* ୨୪/୦୫/୨୦୨୬ ରକ୍ତଦାତାଙ୍କ ବ୍ଲଡ ଗ୍ରୁପ୍ - * ଓ ପୋଜେଟିଭ (O+ve 🩸) ରକ୍ତଦାତାଙ୍କ ଠିକଣା - ସାହୁସାହି*ଭଦ୍ରକ*** *ରୋଗୀର ନାମ - ଶ୍ରୀକୃଷ୍ଣ ସୁତାର ରୋଗୀର ବ୍ଲଡ ଗ୍ରୁପ୍ - ଓ ପୋଜେଟିଭ (O+ve 🩸) *ରୋଗୀର ଠିକଣା - ଘଟପୁର * ଚାନ୍ଦବାଲି,ଭଦ୍ରକ** *ରୋଗୀ ଥିବା ଚିକିତ୍ସାଳୟ ର ନାମ* - ଉତ୍କଳ ହସ୍ପିଟାଲ,ଭୁବନେଶ୍ବର ରକ୍ତଦାନ କରିଥିବା ରକ୍ତଦାତା ଭାଇଙ୍କୁ ଆମ ସାମାଜିକ ଅନୁଷ୍ଠାନର ଓ ମୋ ତରଫରୁ ଏବଂ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ,ଭଦ୍ରକ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଜିଲ୍ଲା ଜିଲ୍ଲା ରକ୍ତ ସଂଗଠନ www.navjivanfoundation.org
Subscribe to:
Post Comments (Atom)
No comments:
Post a Comment