Friday, May 15, 2026
ମାତୃଭୂମିର ସ୍ୱାଧୀନତା ଏବଂ ଗୌରବ ରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଥିବା ଅମର ବିପ୍ଳବୀ ସୁଖଦେବଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ତ୍ୟାଗପୂତ ଓ ରାଷ୍ଟ୍ରନିଷ୍ଠ ଜୀବନ ପ୍ରତ୍ୟେକ ନାଗରିକଙ୍କୁ କର୍ତ୍ତବ୍ୟ ପଥରେ ଅଟଳ ରହି ମା’ ଭାରତୀଙ୍କ ଅସ୍ମିତା ଏବଂ ଗୌରବ ରକ୍ଷା ପାଇଁ ସଦାସର୍ବଦା ପ୍ରେରଣା ଯୋଗାଇବ। मातृभूमि की स्वतंत्रता व वैभव की रक्षा के लिए अपना सर्वस्व न्योछावर करने वाले अमर क्रांतिकारी सुखदेव जी की जयंती पर विनम्र श्रद्धांजलि। उनका त्याग और देशभक्तिपूर्ण जीवन माँ भारती की आन-बान-शान की रक्षा के लिए कर्तव्य पथ पर अटल रहने के लिए सदैव प्रत्येक नागरिक को प्रेरित करता रहेगा। www.navjivanfoundation.org
Subscribe to:
Post Comments (Atom)

No comments:
Post a Comment