Thursday, May 21, 2026
ପୁଣି ଥରେ ଓଡିଶା ଦେଖେଁଦେଲା ଶିକ୍ଷା ର ମୂଲ୍ୟ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦିରାଗାନ୍ଧୀ ସ୍ମୁତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର,ସାନଲପୁର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଲକି ସାହୁ ସର୍ବାଧିକ ୫୫୬ ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି.ଏହି ସଫଳତା ପାଇଁ ପାଳସାହି ଗ୍ରାମ ବାସୀ ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। www.navjivanfoundation.org
Subscribe to:
Post Comments (Atom)
No comments:
Post a Comment