Friday, May 1, 2026

ଦ୍ୱିତୀୟ ଅଧିବେଶନ-ବରିଷ୍ଠ ସାମ୍ବାଦିକ ବୈକୁଣ୍ଠ ସାହୁଙ୍କ ପୌରହିତ ରେ ବରିଷ୍ଠ ଟିଭି ଉପସ୍ଥାପକ ଭବାନୀ ଶଙ୍କର ମହାପାତ୍ର ମୁଖ୍ୟ ଅତିଥି, ବିଶିଷ୍ଠ ସ୍ତମ୍ଭକାର ତଥା ପ୍ରଗତୀଶିଳ ସାମ୍ବାଦିକ ସତୀଶ ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ମଧୁମିତା ସେଠୀ,ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ଯାଜପୁର ଜିଲ୍ଲା ସର୍ବ କନିଷ୍ଟା ସରପଞ୍ଚ ଲିପିକା ମଲିକଙ୍କ ଉପସ୍ଥିତ ସହ ବକ୍ତବ୍ୟ ପ୍ରଦାନ କରିବା ! दूसरा सत्र-वरिष्ठ पत्रकार बैकुंठ साहू के हित में वरिष्ठ टीवी प्रस्तोता भवानी शंकर महापात्रा मुख्य अतिथि, प्रमुख स्तंभकार साथ ही प्रगतिशील पत्रकार सतीश मिश्रा, प्रदेश कांग्रेस कमेटी की महासचिव मधुमिता सेठी, मंत्री प्रतिनिधि अशोक कुमार पुहाना, जिला परिषद सदस्य प्रदीप मल्लिक, जाजपुर जिला सरपंच लिपिका मल्लिक एवं जाजपुर जिला सरपंच! www.navjivanfoundation.org


 

No comments:

Post a Comment