Tuesday, June 23, 2026

ବୁଗୁଡ଼ାରେ ବଢ଼ିଲା ବିଜୁ ଜନତା ଦଳର ବଳ। ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ସଭାପତି ଶ୍ରୀ Naveen Patnaik ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷ, ୪ ଜଣ ସମିତି ସଭ୍ୟ ଏବଂ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଦଳରେ ସାମିଲ ହୋଇଛନ୍ତି। ଜନତାଙ୍କ ବିଶ୍ଵାସ ଅତୁଟ ଅଛି, ତୃଣମୂଳସ୍ତରରେ ବିଜେଡି ମଜଭୁତ ହେଉଛି। www.navjivanfoundation.org




 

No comments:

Post a Comment